ETV Bharat / city

ଭୁବନେଶ୍ୱରରେ ବଢୁଛି ସଂକ୍ରମଣ: ହସ୍ପିଟାଲରେ ଶଯ୍ୟା ବୃଦ୍ଧି ପାଇଁ ନିଷ୍ପତ୍ତି - increase beds in hospital in bmc

ଭୁବନେଶ୍ୱରରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ କୋଭିଡ ହସ୍ପିଟାଲ ଗୁଡିକରେ ଶଯ୍ୟା ସଂଖ୍ୟା ବଢାଯିବ । ବର୍ତ୍ତମାନ ବିଏମସିରେ ୧୫୦ ରହିଛି ଶଯ୍ୟା ସଂଖ୍ୟା । ଅଧିକ ପଢନ୍ତୁ...

ଭୁବନେଶ୍ୱରରେ ବଢୁଛି ସଂକ୍ରମଣ: ହସ୍ପିଟାଲରେ ବେଡ ବୃଦ୍ଧି ପାଇଁ ନିଷ୍ପତ୍ତି

author img

By

Published : Apr 5, 2021, 3:38 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି କମିଶନର ପ୍ରତିକ୍ରିୟା ରଖିଛନ୍ତି । ବିଏମସିରେ ସୋମବାର ୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସନ୍ଧ୍ୟା ସୁଦ୍ଧା ସଂଖ୍ୟା ଆହୁରି ୫ ରୁ ୮ ବଢିପାରେ ବୋଲି ଅନୁମାନ କରାଯାଉଛି । ଭୁବନେଶ୍ୱରରେ ଥିବା କୋଭିଡ ହସ୍ପିଟାଲ ଗୁଡିକରେ ଶଯ୍ୟା ସଂଖ୍ୟା ବଢାଯିବ ।

ଭୁବନେଶ୍ୱରରେ ବଢୁଛି ସଂକ୍ରମଣ: ହସ୍ପିଟାଲରେ ବେଡ ବୃଦ୍ଧି ପାଇଁ ନିଷ୍ପତ୍ତି

ବର୍ତ୍ତମାନ ବିଏମସିରେ ୧୫୦ ରହିଛି ଶଯ୍ୟା ସଂଖ୍ୟା । ତେବେ ଖୁବ୍ ଶୀଘ୍ର ସେ ସଂଖ୍ୟାକୁ ବଢାଇବା ପାଇଁ ଆମେ ନିଷ୍ପତ୍ତି ନେଉଛୁ ବୋଲି କମିଶନର କହିଛନ୍ତି । ପ୍ରତିଦିନ ଏୟାରପୋର୍ଟ ଏବଂ ରେଳଷ୍ଟେସନରୁ ୫ ରୁ ୧୦ ଜଣ ପଜିଟିଭ ବାହାରୁଛନ୍ତି । ଭୁବନେଶ୍ବରରେ ସଂଖ୍ୟା ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି କୌଣସି ଭ୍ରମଣରେ ପ୍ରତିବନ୍ଧକ ନାହିଁ । ଆମର ଏନଫୋର୍ସମେଣ୍ଟ ଟିମ୍ କାମ କରୁଛି । ଆମ ତରଫରୁ ପ୍ରଚାର ପ୍ରସାର କରାଯାଉଛି, ଏନଫୋର୍ସମେଣ୍ଟ ଏବଂ ସଚେତନତାକୁ ଗୁରୁତ୍ୱ ଦିଆଯାଉଛି । ଆମର ୩ଟି ଜୋନରେ ସ୍କ୍ବାର୍ଡ ଗଠନ କରାଯାଇଛି, ଆଉ ଚେକିଂ ବି କରାଯାଉଛି । ଗତକାଲି ସୁଦ୍ଧା ୭୦ ଲୋକ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ୱରରେ ନାଇଟ କର୍ଫ୍ୟୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.