ETV Bharat / city

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପିର 7 ଜଣିଆ ଟିମ - ବିଜେପିର ରାଷ୍ଟୀୟ ମୁଖପାତ୍ର ସମ୍ବିତ ପାତ୍ର

ପିପିଲି ଉପନିର୍ବାଚନରେ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥରେ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ କରିବା ପାଇଁ ଦାବି କରିଛି ବିଜେପି ଟିମ । ଅଧିକ ପଢନ୍ତୁ...

BJP team Meet state chief electoral officer on pipili bypoll
ରାଜ୍ୟ ମୁଖ୍ୟ ନର୍ବାଚନ ଅଧିକାରୀଙ୍କୁ ଭେଟଲା ବିଜେପିର 7 ଜଣିଆ ଟିମ
author img

By

Published : Sep 28, 2021, 8:49 PM IST

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପିର 7 ଜଣିଆ ଟିମ । ପିପିଲି ଉପନିର୍ବାଚନରେ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥରେ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ କରିବା ପାଇଁ ଦାବି କରିଛି ବିଜେପି ଟିମ ।

ରାଜ୍ୟ ମୁଖ୍ୟ ନର୍ବାଚନ ଅଧିକାରୀଙ୍କୁ ଭେଟଲା ବିଜେପିର 7 ଜଣିଆ ଟିମ

ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ । ଉପନିର୍ବାଚନ ଅବାଧ ଓ ନିରପେକ୍ଷ ଭାବେ କରିବା ପାଇଁ ଦାବି କରିଛି ବିଜେପି ଟିମ । ଏନେଇ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ବିଧାୟକ ମୋହନ ମାଝୀଙ୍କ ନେତୃତ୍ବରେ ବିଜେପି ଏକ 7 ଜଣିଆ ଟିମ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ଭେଟି ଦାବି କରିଛନ୍ତି । କେନ୍ଦ୍ରୀୟ ଫୋର୍ସ ମୁତୟନ କଲେ ପିପିଲିରେ ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ ବୋଲି ବିଜେପି କହିଛି । ପିପିଲି ଉପନିର୍ବାଚନବେଳେ 97ଟି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥରେ କେନ୍ଦ୍ରୀୟ ଫୋର୍ସ ବା ପାରାମିଲିଟାରୀ ଫୋର୍ସ ମୁତୟନ କରିବା ଦାବି କରିଛି ।

ବଳଙ୍ଗା ଥାନାରେ ବୋମା ମାଡ଼ ଘଟଣା ପରେ ଧ୍ବଂସ୍ତବିଧ୍ବଂସ୍ତ ହେବା ପରେ ଲୋକେ ଆତଙ୍କିତ ଅଛନ୍ତି । ତେଣୁ ନିର୍ଭୟରେ ଲୋକେ କିପରି ଭୋଟ ଦେବେ, ସେ ନେଇ ଆଲୋଚନା କରିଛନ୍ତି । ମୁଖ୍ୟନିର୍ବାଚନ ଅଧିକାରୀ ମଧ୍ୟ ବିଜେପି ଟିମର ଦାବିକୁ ଧ୍ୟାନ ଦିଆଯିବ ବୋଲ ପ୍ରତିଶୃତି ଦେଇଛନ୍ତି ବୋଲି ବଜେପି କହିଛି ।

ସୂଚନାଥାଉକି ଆସନ୍ତା ୩୦ ତାରିଖ ଅର୍ଥାତ ଗୁରୁବାର ଦିନ ପିପିଲିରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଅକ୍ଟୋବର ୪ ତାରିଖରେ ବାହାରିବ ନିର୍ବାଚନ ଫଳାଫଳ । ଉପନିର୍ବାଚନକୁ କୋରୋନା କଟକଣା ମଧ୍ୟରେ କରିବା ପାଇଁ ଗାଇଡଲାଇନ ଜାରି କିରଛନ୍ତି ନିର୍ବାଚନ ଆୟୋଗ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.