ETV Bharat / city

ବିଦ୍ୟୁତ କାଟ ପ୍ରତିବାଦରେ ବିଜେପିର ଆନ୍ଦୋଳନ

author img

By

Published : Jul 14, 2021, 8:33 PM IST

ରାଜ୍ୟ ସରକାରଙ୍କ ଅହେତୁକ ବିଦ୍ୟୁତ ବିଲ ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେପି ଆଜି ମାଷ୍ଟର କ୍ୟାଣ୍ଟିନ୍ ଠାରେ ଆନ୍ଦୋଳନ କରିଛି । ଅଧିକ ପଢନ୍ତୁ...

ବିଦ୍ୟୁତ କାଟ ପ୍ରତିବାଦରେ ବିଜେପିର ଆନ୍ଦୋଳନ
ବିଦ୍ୟୁତ କାଟ ପ୍ରତିବାଦରେ ବିଜେପିର ଆନ୍ଦୋଳନ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅହେତୁକ ବିଦ୍ୟୁତ ବିଲ ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେପି ଆଜି ମାଷ୍ଟର କ୍ୟାଣ୍ଟିନ୍ ଠାରେ ଆନ୍ଦୋଳନ କରିଛି । ଗତ 6 ମାସରେ ୟୁନିଟ୍ ପିଛା ପାଖାପାଖି 50 ପଇସା ବୃଦ୍ଧି ପାଇଛି । କୋରୋନା ସମୟରେ ଲୋକମାନେ ବଞ୍ଚିବାକୁ ସଂଘର୍ଷ କରୁଥିବାବେଳେ ସେମାନଙ୍କ ଉପରେ ବୋଝ ଲଦି ଦିଆଯାଉଛି । ଏହା OERC ଓ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ବୋଲି ଅଭିଯୋଗ ହୋଇଛି ।

ବିଦ୍ୟୁତ କାଟ ପ୍ରତିବାଦରେ ବିଜେପିର ଆନ୍ଦୋଳନ

ବିଧାନସଭାରେ OERCକୁ ବିଦ୍ୟୁତ ଶୁଳ୍କ କମାଇବା ପାଇଁ ବାଧ୍ୟ କରାଯାଉ ବୋଲି କଥା ଉଠିଲା, ହେଲେ ପୁନଃବିଚାର ପାଇଁ କିଛି ହେଲା ନାହିଁ । 4 ମାସ ମଧ୍ୟରେ OERCକୁ ଚିଠି ଦିଆଗଲା । ମନ୍ତ୍ରୀ କାହିଁକି OERCକୁ ଭୟ କରୁଛନ୍ତି, ତାହାର ଉତ୍ତର ରଖନ୍ତୁ ଏବଂ କିଛି ବର୍ଷ ଭିତରେ 6ଟି ବଡ ବଡ ବିପର୍ଯ୍ୟୟ ଗଲାଣି କେନ୍ଦ୍ର ସରକାର 2 ହଜାର କୋଟି ଟଙ୍କା ରାଜ୍ୟକୁ ଦେଇଛନ୍ତି ତାହାର ଶ୍ବେତପତ୍ର ପ୍ରକାଶ କରନ୍ତୁ ବୋଲି ବିଜେପି ଦାବି କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.