ETV Bharat / city

କୃଷକଙ୍କ ଆନ୍ଦୋଳନକୁ ଦେଶଦ୍ରୋହୀ କହିବା ଠିକ୍ ନୁହେଁ: ଅପରାଜିତା

author img

By

Published : Dec 14, 2020, 10:28 PM IST

Updated : Dec 14, 2020, 10:36 PM IST

ଦେଶରେ କୃଷକଙ୍କ ଆନ୍ଦୋଳନ ଦେଶବିରୋଧି ଶକ୍ତି ଓ ଦେଶଦ୍ରୋହୀ ଆନ୍ଦୋଳନ କହିବା ଠିକ୍ ନୁହେଁ ବୋଲି କହିଛନ୍ତି ବିଜେପି ସାଂସଦ ଅପରାଜିତା ଷଢଙ୍ଗୀ । ଅଧିକ ପଢନ୍ତୁ...

BJP MP aparajita sarangi on farmer protest
କୃଷକଙ୍କ ଆନ୍ଦୋଳନକୁ ଦେଶଦ୍ରୋହୀ କହିବା ଠିକ୍ ନୁହେଁ: ଅପରାଜିତା

ଭୁବନେଶ୍ବର: ଦେଶରେ କୃଷକଙ୍କ ଆନ୍ଦୋଳନ ଦେଶବିରୋଧି ଶକ୍ତି ଓ ଦେଶଦ୍ରୋହୀ ଆନ୍ଦୋଳନ କହିବା ଠିକ୍ ନୁହେଁ ବୋଲି କହିଛନ୍ତି ବିଜେପି ସାଂସଦ ଅପରାଜିତା ଷଢଙ୍ଗୀ ।

ନୂତନ 3ଟି କୃଷି ଆଇନରେ ଚାଷୀମାନଙ୍କ କଲ୍ୟାଣ ଓ ହିତକୁ ଅଗ୍ରାଧିକାର ଦିଆଯାଇଛି । ଏହି ଆଇନ କାର୍ଯ୍ୟକାରୀ ହେଲେ କୃଷକ ଲାଭବାନ ହେବେ ବୋଲି କହିଛନ୍ତି ସାଂସଦ ଅପରାଜିତା ।

କେନ୍ଦ୍ର ସରକାର କୃଷି ଓ କୃଷକଙ୍କ ସହିତ ରହିଛନ୍ତି । କଂଗ୍ରେସ ଓ ଲେପ୍ଟ ପାର୍ଟି ଏହାକୁ ରାଜନୈତିକ ରଙ୍ଗ ଦେଉଛନ୍ତି । କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ଚାଷୀମାନଙ୍କ ଆନ୍ଦୋଳନରେ ଦେଶ ବିରୋଧୀ ଶକ୍ତିର ହାତ ରହିଛି ବୋଲି ବୟାନ ରଖିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଏପରି ବୟାନକୁ ନେଇ ଅନେକ ଚର୍ଚ୍ଚା ଓ ସମାଲୋଚନା ମଧ୍ୟ ହୋଇଥିଲା ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Dec 14, 2020, 10:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.