ETV Bharat / city

ନିର୍ବାଚନରେ ବିଜେଡି ଟଙ୍କା ବାଣ୍ଟିବା ଅଭିଯୋଗ: ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା ବିଜେପି

author img

By

Published : Feb 7, 2022, 6:51 PM IST

ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି । କଳାହାଣ୍ଡି ଜିଲ୍ଲା ଗୋଡଛେଣ୍ଡଲା ଗାଁରେ ଶାସକ ଦଳ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ ବିଜେପିର ଅଭିଯୋଗ । ଅଧିକ ପଢନ୍ତୁ

bjp delegation team meet state election commission
ନିର୍ବାଚନରେ ବିଜେଡି ଟଙ୍କା ବାଣ୍ଟିବା ଅଭିଯୋଗ: ନିର୍ବାଚନ କମିସନଙ୍କ ପାଖରେ ଫେରାଦ ହେଲା ବିଜେପି

ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି । କଳାହାଣ୍ଡି ଜିଲ୍ଲା ଗୋଡଛେଣ୍ଡଲା ଗାଁରେ ଶାସକ ଦଳ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ ବିଜେପିର ଅଭିଯୋଗ । ରଙ୍ଗେଇଲୁଣ୍ଡାରେ ବିଜେଡି ନେତା ସରକାରୀ ଗାଡିରେ ଆସି ବିଜେପିର ପୋଷ୍ଟର ବ୍ୟାନର ଚିରୁଛନ୍ତି ବୋଲି ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ।

ସେହିପରି ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଆଦିବାସୀ ଅଞ୍ଚଳରେ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷଣ ନ ରଖି ଅଧ୍ୟକ୍ଷ ଆସନକୁ ଅଣସଂରକ୍ଷିତ କରିଥିବା ଅଭିଯୋଗ କରିବା ସହ ରାଜ୍ୟ ନିର୍ବାଚନ କମିଶନଙ୍କୁ ଏକ ଦାବି ପତ୍ର ଦେଇଛି ବିଜେପି ପ୍ରତିନିଧି ଦଳ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.