ETV Bharat / city

ହତ୍ୟା କରିଥିବା ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ବିଜେପି - ହତ୍ୟା କରିଥିବା ଅଭିଯୋଗ ନେଇ ନିର୍ବାଚନ କମିଶନ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ ହତ୍ୟାକାଣ୍ଡ ଅଭିଯୋଗ ଆଣିଲା ବିଜେପି । ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ତ ହୋଇଛି ବିଜେପି । ଅଧିକ ପଢନ୍ତୁ

BJP complaint Election Commission allegation of murder
ହତ୍ୟା କରିଥିବା ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ବିଜେପି
author img

By

Published : Feb 1, 2022, 9:41 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ ହତ୍ୟାକାଣ୍ଡ ଅଭିଯୋଗ ଆଣିଲା ବିଜେପି। ଏନେଇ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ତ ହୋଇଛି ବିଜେପିର ଟିମ। ଆଗାମୀ ପଞ୍ଚାୟତନ ନିର୍ବାଚନକୁ ବିଜେଡି ଭୟରେ ଅଛି ବୋଲି କହିଛି ବିଜେପି ।

ହତ୍ୟା କରିଥିବା ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ବିଜେପି

ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ ହତ୍ୟାକାଣ୍ଡ ଅଭିଯୋଗ ଆଣିଲା ବିଜେପି । ଭଦ୍ରକ ଜିଲ୍ଲା ୨୮ ନମ୍ବର ଜିଲ୍ଲା ପରିଷଦ ଜୋନରେ ଘଟିଛି ହତ୍ୟାକାଣ୍ଡ । ଭଦ୍ରକ ଜିଲ୍ଲା ବ୍ରହ୍ମପୁର ବିଜେପିର ସମର୍ଥକ ସୁଭାଶିଷ ଗିରିଙ୍କୁ ହତ୍ୟା କରାଯାଇଛି । ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ମହେଶ୍ୱର ପଳେଇ ଏବଂ ଅନ୍ୟମାନେ ସୁଭାଶିଷଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ଆଗରେ ଅଭିଯୋଗ କରିଛି ବିଜେପି ।

ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ, କହିଛନ୍ତି ଯେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି ବର୍ତ୍ତମାନ ଠାରୁ ଆରମ୍ଭ କଲାଣି ଅରାଜକତା । ପରାଜୟକୁ ସ୍ବୀକାର ନ କରି ଏ ଭଳି ଉପାୟ ଅବଲମ୍ବନ କରିଛନ୍ତି ବୋଲି ବିଷ୍ଣୁ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.