ଭୁବନେଶ୍ବର: ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ (Marine Products Export Development Authority) ର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ରାଜ୍ୟସଭା ଡେପୁଟି ସେକ୍ରେଟେରୀ ସତୀଶ ମେସରା ପତ୍ର ମାଧ୍ୟମରେ ଜଣାଇଛନ୍ତି । ଯାହାର ଟ୍ୱିଟ କରି ସୂଚନା ଦେଇଛନ୍ତି ସାଂସଦ ମାନସ ମଙ୍ଗରାଜ ।
-
Pleased to share that I have been elected as a Member of the Marine Products Export Development Authority (MPEDA).
— Manas Mangaraj (@manasrmangaraj) July 28, 2022 " class="align-text-top noRightClick twitterSection" data="
Looking forward to my valuable contribution to the promotion of marine products industry.
I owe my success to Hon’ble CM @Naveen_Odisha . Thank you Sir. pic.twitter.com/f9V9zTZkpZ
">Pleased to share that I have been elected as a Member of the Marine Products Export Development Authority (MPEDA).
— Manas Mangaraj (@manasrmangaraj) July 28, 2022
Looking forward to my valuable contribution to the promotion of marine products industry.
I owe my success to Hon’ble CM @Naveen_Odisha . Thank you Sir. pic.twitter.com/f9V9zTZkpZPleased to share that I have been elected as a Member of the Marine Products Export Development Authority (MPEDA).
— Manas Mangaraj (@manasrmangaraj) July 28, 2022
Looking forward to my valuable contribution to the promotion of marine products industry.
I owe my success to Hon’ble CM @Naveen_Odisha . Thank you Sir. pic.twitter.com/f9V9zTZkpZ
MPEDA ର ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ମାନସ ଖୁସି ବ୍ୟକ୍ତ କରିଛନ୍ତି । ତାଙ୍କର ଏହି ସଫଳତାର ଶ୍ରେୟ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ଦେଇଛନ୍ତି । ଆଗକୁ ସାମୁଦ୍ରିକ ଉତ୍ପାଦ ଶିଳ୍ପକୁ ଆଗକୁ ନେବା ପାଇଁ ମୋର ମୂଲ୍ୟବାନ ଅବଦାନକୁ ଅପେକ୍ଷା କରିଛି ବୋଲି ଟ୍ବିଟ କରି ସେ କହିଛନ୍ତି । ମାନସ MPEDAର ସଦସ୍ୟ ଭାବେ ନିର୍ବାଚତ ହେବା ଓଡିଶା ପାଇଁ ଲାଭଦାୟକ ହେବା ଆଶା କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର