ETV Bharat / city

Election Violence: ଓଡ଼ିଶାକୁ ବିହାର-ୟୁପି ମଡେଲରେ ପରିଣତ କରିବ BJP, ଅଭିଯୋଗ କଲା BJD

author img

By

Published : Feb 18, 2022, 4:09 PM IST

ନିର୍ବାଚନୀ ସମୟରେ ଜଗତସିଂହପୁର ଜିଲ୍ଲାରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ତେବେ ଏହାକୁ ନେଇ ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହୋଇଛି BJD । ଅଧିକ ପଢନ୍ତୁ

Election Violence: ଓଡ଼ିଶାକୁ ବିହାର-ୟୁପି ମଡେଲରେ ପରିଣତ କରିବ BJP, ଅଭିଯୋଗ ଆଣଲା BJD

ଭୁବନେଶ୍ବର: ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଜଗତସିଂହପୁର ଜିଲ୍ଲା ଘଟିଥିବା ବିଶୃଙ୍ଖଳା ନେଇ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା BJD । ନିର୍ବାଚନ ସମୟରେ ବିଜେପି ହିଂସାକାଣ୍ଡ ଘଟାଇଥିବା ଶାସକ ଦଳ ଅଭିଯୋଗ କରିଛି । ଓଡ଼ିଶାକୁ ବିଜେପି ବିହାର ଓ ଉତ୍ତରପ୍ରଦେଶ ମଡେଲରେ ପରିଣତ କରିବାକୁ ଉଦ୍ୟମ କରୁଛି ବୋଲି ଦଳ ଅଭିଯୋଗ କରିଛି ।

ପ୍ରଥମ ପର୍ଯ୍ୟାୟରେ ଶାନ୍ତିରେ ନିର୍ବାଚନ ଚାଲିଥିବା ବେଳେ ବିଜେପି ହିଂସା ଭିଆଇ ବିଶୃଙ୍ଖଳା କରିଥିଲା ବୋଲି ବିଜେଡ଼ି ଅଭିଯୋଗ କରିଛି । ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ବିଜେପି ଜଗତସିଂହପୁର ଜିଲ୍ଲାରେ ବିଶୃଙ୍ଖଳା ଆଚରଣ କରିଛି । ଓଡିଶାକୁ ୟୁପି ଓ ବିହାର ମଡେଲରେ ପରିଣତ କରିବାକୁ ଚେଷ୍ଟା କରୁଛି ବିଜେପି । ହାରିବା ଭୟରେ ବିଜେପି ହିଂସା ପଥ ଆଦରି ନେଉଛି । 30 ପ୍ରତିଶତ ଭୋଟିଂ ପର୍ଯ୍ୟନ୍ତ ଚୁପ ରହି ପରେ ଏଭଳି ବିଶୃଙ୍ଖଳା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.