ETV Bharat / city

କରୋନା ପାଇଁ ଗାଡି ଧରି ବୁଲିବା ମନା, ୨୩୧୫ ଗାଡିକୁ ପୋଲିସ ଛଡେଇନେଲା

କୋରୋନା ପାଇଁ ଟ୍ବିନିସିଟିରେ ଗାଡି ଧରି ବୁଲିବା ଉପରେ ଲାଗିଛି କଟକଣା। ଅତ୍ଯାବଶ୍ଯକ ସାମଗ୍ରୀ ପାଇଁ ଚାଲିଚାଲି ଯିବା ପାଇଁ ଅନୁମତି । ଅଧିକ ପଢନ୍ତୁ...

bike seized
କରୋନା ପାଇଁ ଗାଡି ଧରି ବୁଲିବା ମନା
author img

By

Published : Apr 6, 2020, 10:43 PM IST

Updated : Apr 8, 2020, 1:39 AM IST

ଭୁବନେଶ୍ବର: କୋରୋନା ପାଇଁ ଘରୁ ବାହାରିବା ମନା । ଟ୍ବିନିସିଟିରେ ଗାଡି ଧରି ବୁଲିବା ଉପରେ ମଧ୍ୟ ଲାଗିଛି କଟକଣା । ଅତ୍ଯାବଶ୍ଯକ ସାମଗ୍ରୀ ପାଇଁ ଚାଲିଚାଲି ଯିବା ପାଇଁ ଅନୁମତି । ଗାଡି ଧରି ବାହାରିଲେ ଗାଡି ହେବ ସିଜ । ଏପରି ନିୟମ ଲାଗୁ ପରେ ଆକ୍ସନ ମୁଡରେ କମିସନରେଟ ପୋଲିସ। ଟ୍ବିନିସିଟିରେ ସଟଡାଉନ ପରେ ଲକଡାଉନରେ ଦେଖିବାକୁ ମିଳିଥିଲେ ଅମାନିଆ ବାଇକ ଆରୋହୀ। ଅତ୍ୟାବଶ୍ୟକ ବାହାନାରେ ବୁଲିବା ବେଳେ ପାନେ ଦେଇଛି ପୋଲିସ ।

bike seized
କରୋନା ପାଇଁ ଗାଡି ଧରି ବୁଲିବା ମନା

ଭୁବନେଶ୍ବରରୁ ୧୦୩୯ ଗାଡି ସହ କଟକରୁ ୧୨୬୭ଟି ବାଇକ ହୋଇଛି ସିଜ। ଗାଡି ଧରି ବିଭିନ୍ନ ଅତ୍ଯାବଶ୍ଯକ ସାମଗ୍ରୀ ଦୋକାନରେ କିମ୍ବା ବାଟରେ ବୁଲୁଥିବା ଲୋକଙ୍କ ଗାଡିକୁ ଉଠାଇନେଇଛି ପୋଲିସ। ଫଳରେ ସହରବାସୀଙ୍କୁ ଲକଡାଉନକୁ ଗମ୍ଭୀରତାର ସହ ନେବାକୁ ଏକ ବାର୍ତ୍ତା ଦିଆଯାଇଛି । ସଂକ୍ରମଣ ବ୍ଯାପିବା ଦୃଷ୍ଟିରୁ ଅଯଥାରେ ଘରୁ ନବାହାରି ଆବଶ୍ଯକ ପଡିଲେ ବାହାରନ୍ତୁ। କିନ୍ତୁ ଗାଡି ଧରି ନୁହେଁ ଚାଲି ଚାଲି ଯାନ୍ତୁ। ନଚେତ ଯେଉଁଠି ପାରିବ ସେଠି ଆପଣଙ୍କ ଗାଡି ହୋଇପାରେ ସିଜ। ଆପଣ ହଇରାଣରେ ପଡିପାରନ୍ତି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Last Updated : Apr 8, 2020, 1:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.