ETV Bharat / city

ପାର୍କିଂରୁ ଗାଏବ ହେଉଛି ଗାଡି, ରାଜଧାନୀବାସୀ ସତର୍କ ରୁହନ୍ତୁ... - fir lodged for bike loot

ସିସିଟିଭି ଓ ହାଇ ସିକ୍ୟୁରିଟି ସତ୍ତ୍ୱେ ନେଇଗଲେ ଦୁଇଚକିଆ ଗାଡି। ଆପୋଲୋ ହସ୍ପିଟାଲର ପାର୍କିଂରୁ ଏମିତି ଢଙ୍ଗରେ ଗାଡି ହୋଇଛି ଚୋରି । ଘଟଣାକୁ ନେଇ ସହିଦ ନଗର ଥାନାରେ ଅଭିଯୋଗ। ଅଧିକ ପଢନ୍ତୁ...

ପାର୍କିଂରୁ ଗାଏବ ହେଉଛି ଗାଡି, ରାଜଧାନୀବାସି ସତର୍କ ରୁହନ୍ତୁ

author img

By

Published : Apr 7, 2021, 8:23 AM IST

Updated : Apr 7, 2021, 12:28 PM IST

ଭୁବନେଶ୍ବର: ପାର୍କି ପ୍ଲେସରେ ପଶି ଚୋରି। ସିସିଟିଭି ଓ ହାଇ ସିକ୍ୟୁରିଟି ସତ୍ତ୍ୱେ ନେଇଗଲେ ଦୁଇଚକିଆ ଗାଡି। ଆପଲୋ ହସ୍ପିଟାଲର ପାର୍କିଂରୁ ଏମିତି ଢଙ୍ଗରେ ଗାଡି ହୋଇଛି ଚୋରି । ସିକ୍ୟୁରିଟି ଗାର୍ଡ ଥିବା ସତ୍ତ୍ୱେ କେମିତି ହେଲା ଗାଡି ଚୋରି ବୋଲି ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି।

ପାର୍କିଂରୁ ଗାଏବ ହେଉଛି ଗାଡି, ରାଜଧାନୀବାସୀ ସତର୍କ ରୁହନ୍ତୁ...

ଯାଜପୁର ସୁକିନ୍ଦାର ହିମାଂଶୁ ଦୋରା।ସୁଚନା ମୁତାବକ ଗତ ୪ ତାରିଖରେ ଯାଜପୁରରୁ ରୋଗୀ ନେଇ ଆପୋଲୋକୁ ଆସିଥିଲେ ହିମାଂଶୁ । ପରେ ପାର୍କିରେ ଗାଡି ରଖି ରୋଗୀ ଚିକିତ୍ସାରେ ବ୍ଯସ୍ତ ଥିଲେ। ହେଲେ ପରେ ଆସି ଦେଖିବା ପରେ ଜାଣିବାକୁ ପାଇଲେ ତାଙ୍କ ଗାଡି ନାହିଁ। ସିକ୍ୟୁରିଟିରେ ପଚରାପଚରି ପରେ ସେମାନେ ଜାଣିନଥିବା କହିଲେ। ପରେ ହିମାଂଶୁଙ୍କ ଅଭିଯୋଗ ଗାଡି ଚୋରି ପଛରେ ସିକ୍ୟୁରିଟି ଗାର୍ଡର ହାତ ଅଛି ବୋଲି ସହିଦ ନଗର ଥାନାରେ ଏତଲା ଦେଲେ।

ଆପୋଲୋର ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ । ତେବେ ପୋଲିସ ଜାଣିବାକୁ ପାଇଛି ଏକ ନୁଆ ଗ୍ଯାଙ୍ଗ ପାର୍କିରୁ ବି ଗାଡି ଚୋରି କରିବା ଆରମ୍ଭ କରିଛନ୍ତି । ତେବେ ଆପଣଙ୍କୁ ମଧ୍ଯ ସତର୍କ ଚେତାବନୀ ଗାଡି ରଖିବା ବେଳେ ଧ୍ଯାନ ଦିଅନ୍ତୁ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 7, 2021, 12:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.