ETV Bharat / city

ବିଜେପୁରରୁ ବିଜୟ ଆରମ୍ଭ କରିବ କଂଗ୍ରେସ: ଦିଲ୍ଲୀପ ପଣ୍ଡା

‘ମୁଁ ପ୍ରତ୍ୟକ୍ଷ ଭାବେ ରାଜନୀତିରେ ଅଛି । ସମସ୍ତ ନେତାଙ୍କୁ ନେଇ ନିର୍ବାଚନ ଲଢିବୁ । ବିଜେପୁରରେ କଂଗ୍ରେସ ବିଜୟୀ ହେବ ।’ କଂଗ୍ରେସରୁ ପ୍ରାର୍ଥୀ ହେବା ପରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ଦିଲ୍ଲୀପ ପଣ୍ଡା ।

author img

By

Published : Sep 25, 2019, 10:48 PM IST

Updated : Sep 25, 2019, 11:34 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ବିଜେପିର ଉପ-ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହେବାପରେ ଦିଲ୍ଲୀପ ପଣ୍ଡା କହିଛନ୍ତି ମୁଁ କଂଗ୍ରେସର ଜଣେ ଶୃଙ୍ଖଳିତ ସଦସ୍ୟ । ଦଳରେ 20 ବର୍ଷହେଲା କାମ କରୁଛି । ଦଳ ବିଶ୍ବାସ କରି ପ୍ରାର୍ଥୀ କରିଥିବାରୁ ମୁଁ ଦଳ ପାଖରେ କୃତଜ୍ଞ । ବିଜେପୁରରେ କଂଗ୍ରେସ ନିଶ୍ଚିତ ବିଜୟୀ ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସମସ୍ତ ନେତା ମିଳିତ ହୋଇ ବିଜେଡି ଓ ବିଜେପି ବିରୋଧରେ ଲଢେଇ କରିବୁ । କଂଗ୍ରେସକୁ ଲୋକେ ବିଶ୍ବାସ କରୁଛନ୍ତି ବୋଲି ଦିଲ୍ଲୀପ କହିଛନ୍ତି । ଆଉ ଅଧିକ କଣ କହୁଛନ୍ତି ଦିଲ୍ଲୀପ ଦେଖନ୍ତୁ....

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:1111Body:22222Conclusion:
Last Updated : Sep 25, 2019, 11:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.