ETV Bharat / city

ଯୋଗ ଶିଖାଇଲେ ଅପରାଜିତା ଷଡ଼ଙ୍ଗୀ

author img

By

Published : Dec 1, 2020, 1:06 PM IST

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ ହୋଇଛି ଫିଟ ଇଣ୍ଡିଆ ମୁଭମେଣ୍ଟ । ଆଉ ମୋଦିଙ୍କ ପ୍ରେରଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ବର ନିର୍ବାଚନୀ ମଣ୍ଡଳୀ ୱାର୍ଡ-33 ବିଡିଏ ପାର୍କ ଠାରେ ଆୟୋଜିତ ଫିଟ ଇଣ୍ଡିଆ ମୁଭମେଣ୍ଟ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଯୋଗ ଶିଖାଇଛନ୍ତି । ଅଧିକ ପଢନ୍ତୁ...

Bhubaneswar MP Aparajita Sadangi taught yoga
ଯୋଗ ଶିଖାଇଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ଫିଟ୍ ରହିବାକୁ ଯୋଗ ଶିଖାଇଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯୋଗ ଓ ଶାରୀରିକ ବ୍ୟାୟାମ ଦ୍ବାରା ମଣିଷ ସୁସ୍ଥ ରହେ । ତେଣୁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ ହୋଇଛି ଫିଟ ଇଣ୍ଡିଆ ମୁଭମେଣ୍ଟ । ଆଉ ମୋଦିଙ୍କ ପ୍ରେରଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ବର ନିର୍ବାଚନୀ ମଣ୍ଡଳୀ ୱାର୍ଡ-33 ବିଡିଏ ପାର୍କ ଠାରେ ଆୟୋଜିତ ଫିଟ ଇଣ୍ଡିଆ ମୁଭମେଣ୍ଟ କାର୍ଯ୍ୟକ୍ରମରେ କରି ଯୋଗ ଶିଖାଇଛନ୍ତି ।

ଏହି ଅବସରରେ ଯୋଗ, ବ୍ୟାୟାମ, କାର୍ଯ୍ୟକ୍ରମ ଆୟୋଜନ ହେବା ସହ ବିଭିନ୍ନ ସଂଗଠନର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଭୁବନେଶ୍ବରର ବିଭିନ୍ନ ପାର୍କରେ ଅନୁଷ୍ଠିତ ହେବ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆନ୍ତର୍ଜାତୀୟ ଯୋଗ ଦିବସ ଜୁନ ୨୧ ତାରିଖରେ ଆରମ୍ଭ କରାଯାଇଥିଲା ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.