ETV Bharat / city

ମାନ୍ଦାବସ୍ଥାରେ ‘ଧନତେରସ’ ନେଇ ଅର୍ଥନୈତିକ ବିଶେଷଜ୍ଞ ପ୍ରତିକ୍ରିୟା - ଭୁବନେଶ୍ବରର ସୁନା ଦୋକାନ

ଧନତେରସରେ ପାଗ ସାଥ ଦେବାରୁ ଟିକିଏ ଭଲ ବ୍ୟବସାୟ ହେବ ବୋଲି ଆଶା ବାନ୍ଧିଛନ୍ତି ସୁନା ଦୋକାନୀ । 150 କେଟି ଟଙ୍କାର ବେପାର ହେବା ନେଇ ଲକ୍ଷ୍ୟ ରଖିଛନ୍ତି ବ୍ୟବସାୟୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 25, 2019, 10:38 PM IST

ଭୁବନେଶ୍ବର: ଆଜି ହେଉଛି ଧନତେରସ । ବିଶ୍ଵାସ ରହିଛି ଧନତେରସରେ ସୁନା କି ରୁପା କିଣିଲେ ଘରକୁ ଲଷ୍ମୀ ଆସନ୍ତି । ହେଲେ କେହଲା ପାଗ ସହ ଉଚ୍ଚା ସୁନା ଦର ପାଇଁ ଚିନ୍ତାରେ ଥିଲେ ବେପାରୀ । ବର୍ଷା କମିଥିବା ବେଳେ ପାଗ ସାଥ ଦେବାରୁ ବେପାର ଟିକିଏ ଭଲ ହେବା ଆଶାରେ ଅଛନ୍ତି ସୁନା ବ୍ୟବସାୟୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଚଳିତ ବର୍ଷ ରାଜଧାନୀକୁ 12 କ୍ୱିଣ୍ଟ।ଲ ସୁନା ଆସିଥିବାର ସୂଚନା ମିଳିଛି । ଅନ୍ୟପକ୍ଷେ ବେପାରୀ 150 କେଟି ଟଙ୍କାର ବେପାର ହେବା ନେଇ ଲକ୍ଷ୍ୟ ରଖିଛନ୍ତି ।

ବିଭିନ୍ନ ଆକର୍ଷଣୀୟ ଅଫର ଦେଇ ଦୋକାନୀ ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି । ଯଦିଓ ବେପାର ପୂର୍ବ ବର୍ଷ ଭଳିଆ ଏତେ ଲାଭ ଦାୟକ ହୋଇ ନାହିଁ କିନ୍ତୁ ବେପାରୀ ଆଶା ଛାଡି ନାହାନ୍ତି । ସେପଟେ ମାନ୍ଦାବସ୍ଥା ନିଶ୍ଚିତ ଭାବରେ ବ୍ୟବସାୟ ଉପରେ ଆଜି ପ୍ରଭାବ ପକାଇବ ବୋଲି ଫାଇନାଲସିଆଲ ଏକ୍ସପଟ କହୁଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପାଗ ଦେଲା ସାଥ , ଦିନ ଦୁଇ ପହର ରୁ ଆରମ୍ଭ ହେଲା ଟିକିଏ ଭକ ବ୍ୟବସାୟ।
ଆଜି ହେଉଛି ଧନତେରସ , ହେଲେ କେହଲା ପାଗ ସହ ଉଚ୍ଚା ସୁନା ଦର ପାଇଁ ବେପାରୀ ଚିନ୍ତା ରେ ଥିଲେ ! କି ଚଳିତ ବର୍ଷ ଭଲ ବ୍ୟବସାୟୀ ହେବ କି ନାହିଁ। କାରଣ ବିଶ୍ଵାସ ରହିଛି ଧନତେରସ ରେ ସୁନା କି ରୁପା କିଣିଲେ ଘର କୁ ଲଷ୍ମୀ ଆସେ। ଚଳିତ ବର୍ଷ ରାଜଧାନୀ କୁ 12 କ୍ୱଇଣ୍ଟ।ଲ ସୁନା ଆଜି ଥିବାର ସୂଚନା ମିଳିଛି।ଅନ୍ୟ ପଟେ ବେପାରୀ 150 କେଟି ଟଂକା ର ବେପାର ହେବାର ଲକ୍ଷ୍ୟ ରଖିଛନ୍ତି। ବିଭିନ୍ନ ଆକର୍ଷଣୀୟ ଅଫର ଦେଇ ଡେକାନୀ ଗ୍ରାହକ ଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି। ଯଦିଓ ବେପାର ପୂର୍ବ ବର୍ଷ ଭଳିଆ ଏତେ ଲାଭ ଦାୟକ ହୋଇ ନାହିଁ କିନ୍ତୁ ବେଓଆରୀ ଆଶା ଛାଡି ନାହାନ୍ତି। ଅନ୍ୟ ପଟେ ଫାଇନାଲସିଆଲ ଏକ୍ସପଟ କହୁଛନ୍ତି ନିହାତୀ ଭାବରେ ମାନ୍ଦାବସ୍ଥା ଆଜି ପ୍ରଭାବ ପକାଇବ। ଆଉ ବର୍ତ୍ତମାନ ବ୍ୟବସାୟୀ ଶ୍ରେଣୀ ଲୋକେ ଆଉ ସୁନା ରେ ନିଜର ପଇସା ବିନିଯୋଗ କରୁନାହାନ୍ତି କାରଣ କେବଳ ସୁନା ବେପାର ମାନ୍ଦା ରେ ନାହିଁ ଅନେକ ବ୍ୟବସାୟୀ ଙ୍କ ବେପାର ମନ୍ଦା ରେ ଚାଲିଛି।

ବାଇଟ ଦୋକାନି
ବାଇଟ ଗ୍ରାହକ
ବାଇଟ ତ୍ରିନାଥ ଲୋଙ୍କା ଫାଇନାଲସିଆଲ ଏକ୍ସପ୍ଟ

Body:ପାଗ ଦେଲା ସାଥ , ଦିନ ଦୁଇ ପହର ରୁ ଆରମ୍ଭ ହେଲା ଟିକିଏ ଭକ ବ୍ୟବସାୟ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.