ETV Bharat / city

ବାହୁଡା ଓ ସୁନାବେଶ ପାଇଁ ପୁରୀକୁ ଗଡିବନି ବସ ଓ ଟ୍ରେନ

author img

By

Published : Jun 30, 2020, 7:27 PM IST

Updated : Jun 30, 2020, 8:06 PM IST

puri latest news, transport restriction in puri, restriction for bahuda and sunabesa, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ପୁରୀରେ ପରିବହନ କଟକଣା, ବାହୁଡା ଓ ସୁନାବେଶ ପାଇଁ କଟକଣା
ବାହୁଡା ଓ ସୁନାବେଶ ପାଇଁ ପୁରୀକୁ ଗଡିବନି ବସ୍‌ ଓ ଟ୍ରେନ

19:11 June 30

ଭୁବନେଶ୍ବର: ନବଦିନାତ୍ମକ ଯାତ୍ରା ସାରି ବୁଧବାର ବଡ ଦେଉଳକୁ ଫେରିବେ କାଳିଆ ସାଆନ୍ତ । ଏପଟେ କୋରୋନା କାଳରେ ପବିତ୍ର ବାହୁଡା ଯାତ୍ରା ଓ ସୁନାବେଶ ପାଇଁ ପୁରୀକୁ ସାଧାରଣ ପରିବହନ ବ୍ୟବସ୍ଥା ଉପରେ କଟକଣା ଲାଗୁ ହୋଇଛି । ବସ୍‌ ଓ ଟ୍ରେନ ଚଳାଚଳ ଉପରେ ଏହି କଟକଣା ଲାଗୁ କରାଯାଇଛି ।  

ଏନେଇ ମଙ୍ଗଳବାର(30 ତାରିଖ) ରାତି 9ଟାରୁ 2ତାରିଖ ରାତି 11ଟା 30 ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବା ନେଇ ନିର୍ଦ୍ଦେଶ ରହିଛି । ଏନେଇ ସ୍ବତନ୍ତ୍ର ରିଲିଫ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jun 30, 2020, 8:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.