ETV Bharat / city

ମୋ ବସ ଟର୍ମିନାଲରୁ ମୁର୍ମୁଷୁ ଅବସ୍ଥାରେ ଶିଶୁପୁତ୍ର ଉଦ୍ଧାର - ମୁର୍ମୁଷ ଶିଶୁପୁତ୍ର ଉଦ୍ଧାର

ମାଷ୍ଟର କ୍ୟାଣ୍ଟିନସ୍ଥିତ ମୋ ବସ ଟର୍ମିନାଲରୁ ମୁର୍ମୁଷୁ ଅବସ୍ଥାରେ ଶିଶୁପୁତ୍ର ଉଦ୍ଧାର ହୋଇଛି । ଶିଶୁପୁତ୍ରଟି କେଉଁଠୁ ଏଠାକୁ କେଉଁଠୁ ଓ କିପରି ଆସିଲା ତାହା ଜଣାପଡିନାହିଁ । ଗୁରୁତର ଅବସ୍ଥାରେ ଶିଶୁପୁତ୍ରକୁ ପ୍ରଥମେ କ୍ୟାପିଟାଲ ଓ ପରେ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

ମୋ ବସ ଟର୍ମିନାଲରେ ମୁର୍ମୁଷ ଶିଶୁପୁତ୍ର ଉଦ୍ଧାର

author img

By

Published : Jan 11, 2021, 2:12 PM IST

ଭୁବନେଶ୍ବର: ମାଷ୍ଟର କ୍ୟାଣ୍ଟିନସ୍ଥିତ ମୋ ବସ ଟର୍ମିନାଲରୁ ମୁର୍ମୁଷୁ ଅବସ୍ଥାରେ ଶିଶୁପୁତ୍ର ଉଦ୍ଧାର ହୋଇଛି । ଅଜଣା ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ । ତେବେ ଶିଶୁପୁତ୍ରଟି କେଉଁଠୁ ଏଠାକୁ କେଉଁଠୁ ଓ କିପରି ଆସିଲା ତାହା ଜଣାପଡିନାହିଁ । ଏହା ପଛରେ କୌଣସି ପିଲା ଚୋରି ରାକେଟ କାମ କରୁଛି କି ନାହିଁ ସେନେଇ ବଢିଛି ସନ୍ଦେହ।

ମୋ ବସ ଟର୍ମିନାଲରେ ମୁର୍ମୁଷ ଶିଶୁପୁତ୍ର ଉଦ୍ଧାର

ବସ ଟର୍ମିନାଲ ପରିସରରେ ଥିବା ଆହାର କେନ୍ଦ୍ର ପାର୍ଶ୍ବରେ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର କରାଯାଇଛି । ପରେ ଗୁରୁତର ଓ ଅଚେତ ଅବସ୍ଥାରେ ଶିଶୁପୁତ୍ରକୁ ପୋଲିସ ସ୍ଥାନୀୟ ଦୋକାନୀଙ୍କ ସହାୟତାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ନିକଟସ୍ଥ ସିସିଟିଭିରୁ ସତ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି । ପିଲାଟିର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.