ETV Bharat / city

ବିଧାନସଭା ଚାରିପାଖ ରାସ୍ତା ସିଲ୍, 30 ପ୍ଲାଟୁନ ଫୋର୍ସ ଓ 60 ଅଫିସର ନିଯୁକ୍ତ - 30 platoon forces and 60 officers deployed

ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି । 30 ପ୍ଲାଟୁନ ଫୋର୍ସ ଓ 60 ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ। ବିଧାନସଭାର ଚାରିପାଖ ରାସ୍ତାକୁ କରାଗଲା ସିଲ। କେବଳ ପାସଧାରୀଙ୍କୁ ଦିଆଯିବ ଅନୁମତି। ଅଧିକ ପଢନ୍ତୁ...

ବିଧାନସଭା ରାସ୍ତା ସିଲ୍, 30 ପ୍ଲାଟୁନ ଫୋର୍ସ ଓ 60 ଅଫିସର ନିଯୁକ୍ତ

author img

By

Published : Mar 12, 2021, 12:48 PM IST

Updated : Mar 12, 2021, 1:19 PM IST

ଭୁବନେଶ୍ବର:ଆଜି ଠାରୁ ଆରମ୍ଭ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ । ଏଥିପାଇଁ ପାଖାପାଖି 30 ପ୍ଲାଟୁନ ପୋଲିସ ଫୋର୍ସ ଏବଂ 60ରୁ ଅଧିକ ଅଫିସରଙ୍କୁ ନିଯୁକ୍ତି କରାଯାଇଛି।

ମନ୍ତ୍ରୀ ବିଧାୟକ କିପରି ସୁଚାରୁ ରୂପେ ଯିବା ଆସିବା କରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଯଦି କିଏ ଆଇନ ଉଲ୍ଲଘଂନ କରିବାକୁ ଚେଷ୍ଟା କରନ୍ତି ତାଙ୍କ ବିରୋଧରେ ପୋଲିସ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ବିଧାନସଭା ଚାରିପାଖ ରାସ୍ତା ସିଲ୍, 30 ପ୍ଲାଟୁନ ଫୋର୍ସ ଓ 60 ଅଫିସର ନିଯୁକ୍ତ

ଆତ୍ମଦାହ ଚେଷ୍ଟା କଲେ ତାକୁ ପ୍ରତିହତ କରିବା ସହ ତାଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଏହା ସହ ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବନ୍ଦ କରାଯାଇଛି । ପୂର୍ବ ଥର ଭଳି ଏଥର ମଧ୍ୟ ସଂଯୋଗୀ ରାସ୍ତା ଗୁଡିକୁ ଡାଇଭର୍ଟ କରାଯାଇଛି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 12, 2021, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.