ETV Bharat / city

ଫେଜ୍-ଟୁ ୟୁଜି ଆଡମିଶନ ନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ - ଯୁକ୍ତ ଦୁଇ ଆଡମିଶନ

ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଆଡମିଶନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା । SAMS ପୋର୍ଟାଲରେ ଫିଲଅଫ୍ କରି ଆଡମିଶନ କରିପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଫେଜ୍-ଟୁ ୟୁଜି ଆଡମିଶନ ନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

author img

By

Published : Sep 4, 2021, 9:36 PM IST

ଭୁବନେଶ୍ବର: ଯୁକ୍ତ ଦୁଇ ସ୍ୱତନ୍ତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଆଡମିଶନ ସୂଚନା । ଫେଜ୍-ଟୁ ୟୁଜି ଆଡମିଶନ ଅକ୍ଟୋବର ଶେଷ ସୁଦ୍ଧା ହେବ ନେଇ ଟ୍ବିଟ୍ ଯୋଗେ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ SAMS ପୋର୍ଟାଲରେ ଫିଲଅଫ୍ କରି ଆଡମିଶନ ପ୍ରକ୍ରିୟାରେ ଭାଗ ନେଇ ପାରିବେ।

  • ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ (ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷ୍ୟା) ସ୍ୱତନ୍ତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚଶିକ୍ଷା
    ବିଭାଗ Phase-II U.G. admission ପ୍ରକ୍ରିୟା Oct-2021 ମାସ ଶେଷରେ କିମ୍ବା ଉପରୋକ୍ତ ପରୀକ୍ଷା ଫଳ ପ୍ରକାଶିତ ହେବାପରେ ଆରମ୍ଭ କରାଯିବ ।

    — Dr. Arun Kumar Sahoo (@dr_arunsahoo) September 4, 2021 " class="align-text-top noRightClick twitterSection" data=" ">

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ (ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା) ସ୍ୱତନ୍ତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ଫେଜ୍-ଟୁ U.G. ଆଡମିଶନ ପ୍ରକ୍ରିୟା ଅକ୍ଟୋବର ମାସ ଶେଷରେ ଆରମ୍ଭ କରାଯିବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.