ETV Bharat / city

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା, ଜଣାଇଲେ ଭୁବନେଶ୍ବର AIIMS ସମସ୍ୟା

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଭୁବନେଶ୍ବର AIIMS ସହ ସମ୍ବନ୍ଧୀୟ ସମସ୍ୟା ବିଷୟରେ ଅବଗତ କରାଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଭୁବନେଶ୍ବର AIIMS ସମସ୍ୟା ଜଣାଇଲେ ଅପରାଜିତା

author img

By

Published : Aug 9, 2021, 9:35 PM IST

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ଭେଟିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । କୋରୋନା ମହାମାରୀର ଉତ୍ତମ ପରିଚାଳନା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ଅପରାଜିତା । ଦିଲ୍ଲୀରେ ମାଣ୍ଡବ୍ୟଙ୍କ ସହ ହୋଇଛି ଷଡଙ୍ଗୀଙ୍କ ଏହି ସାକ୍ଷାତକାର ।

  • Met Health Minister @mansukhmandviya in Delhi today. Complimented him for managing Covid so very well under the guidance of PM @narendramodi. Also discussed with him certain issues related to AIIMS, BBSR and about health sector of my Bhubaneswar Constituency. Sought his support. pic.twitter.com/7KRxOxoILV

    — Aparajita Sarangi, Member of Parliament (@AprajitaSarangi) August 9, 2021 " class="align-text-top noRightClick twitterSection" data=" ">

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଅପରାଜିତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ କୋରୋନାର ଉତ୍ତମ ପରିଚାଳନା ପାଇଁ ମନସୁଖ ମାଣ୍ଡବ୍ୟଙ୍କର ପ୍ରଶଂସା କରିଛନ୍ତି ଷଡଙ୍ଗୀ ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଭୁବନେଶ୍ବର AIIMS ସହ ସମ୍ବନ୍ଧୀୟ ସମସ୍ୟା ବିଷୟରେ ଅବଗତ କରାଇଛନ୍ତି ସାଂସଦ ଅପରାଜିତା । ଏହାସହିତ ନିଜ ସମସଦୀୟ କ୍ଷେତ୍ରର ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ମଧ୍ୟ ଜଣାଇଛନ୍ତି ଷଡଙ୍ଗୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.