ETV Bharat / city

ଆଜି ରାଜ୍ୟ କୋରୋନାରେ ଆରୋଗ୍ୟ ହେଲେ 389 - Covid patients recover

ରାଜ୍ୟରେ ଆଜି 389 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ଏବେ 3,19,458ରେ ପହଞ୍ଚିଛି । ଅଧିକ ପଢନ୍ତୁ..

ଆଜି 389 କୋରୋନା ଆକ୍ରାନ୍ତ ସୁସ୍ଥ
ଆଜି 389 କୋରୋନା ଆକ୍ରାନ୍ତ ସୁସ୍ଥ
author img

By

Published : Dec 14, 2020, 10:47 PM IST

ଭୁବନେଶ୍ବର: ରାଜ୍ୟରେ ଆଜି (ସୋମବାର ) ଆରୋଗ୍ୟ ହୋଇଛନ୍ତି 389 କୋରୋନା ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ଏବେ 3,19,458ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଆଜି ସୁନ୍ଦରଗଡରେ ସର୍ବାଧିକ ଆରୋଗ୍ୟ ହୋଇଛନ୍ତି ।

ଆଜି 30ଟି ଜିଲ୍ଲାରେ 389 ଜଣ କୋରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ସୁନ୍ଦରଗଡରେ 42, ଖୋର୍ଦ୍ଧାରେ 39 , କଟକରେ 35 , ମୟୁରଭଞ୍ଜ 28, ଅନୁଗୋଳରେ 24 , ବରଗଡରେ 21, ବଲାଙ୍ଗୀରରେ 18 , କଳାହାଣ୍ଡିରେ 18 , କେନ୍ଦୁଝରରେ 18 , କେନ୍ଦ୍ରାପଡାରେ 17 ଓ ନୂଆପଡାରୁ 17 ଜଣ ସୁସ୍ଥ ହୋଇଛନ୍ତି ।

ଏହାସହ ଭଦ୍ରକରେ10, ପୁରୀରୁ 14 , ସମ୍ବଲପୁରରୁ 11 , ଜଗତସିଂହପୁରରୁ 11, ଭଦ୍ରକ 10, ବାଲେଶ୍ବର 9 , ଯାଜପରରୁ 7 , ଝାରସୁଗୁଡା 7 , ଦେଓଗଡ 5 , କୋରାପୁଟରୁ 5 , ନୟାଗଡରୁ 4 , ରାୟଗଡା 4 , ଗଞ୍ଜାମ 3 , ଢେଙ୍କାନାଳରୁ 2 , କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ସୁବର୍ଣ୍ଣପୁରର ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଥିବାବେଳେ ଷ୍ଟେଟ ପୁଲରୁ 15 ଜଣ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.