ETV Bharat / city

୫ ଦଫା ଦାବି ନେଇ ଶ୍ରମିକ ସଂଗଠନର ଆନ୍ଦୋଳନ

author img

By

Published : Nov 15, 2021, 7:30 PM IST

ରାଜଧାନୀର ମାଷ୍ଟର ମାଷ୍ଟରକ୍ୟାଣ୍ଟିନରେ ୫ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି ଅଲ ଓଡିଶା ଶ୍ରମିକ ସଂଘ । ଅଧିକ ପଢନ୍ତୁ...

all odisha labour organization protest in master canteen of bbsr
୫ ଦଫା ଦାବି ନେଇ ଶ୍ରମିକ ସଂଗଠନର ଆନ୍ଦୋଳନ

ଭୁବନେଶ୍ବର : ୫ ଦଫା ଦାବି ନେଇ ଶ୍ରମିକ ସଂଗଠନର ଆନ୍ଦୋଳନ । ହାତରେ କୋଦାଳ ଧରି ବିକ୍ଷୋଭ ପ୍ରଦର୍ଶନ କଲେ ଶ୍ରମିକ । ସୋମବାର ରାଜଧାନୀର ମାଷ୍ଟର ମାଷ୍ଟରକ୍ୟାଣ୍ଟିନରେ ୫ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି ଅଲ ଓଡିଶା ଶ୍ରମିକ ସଂଘ।

୫ ଦଫା ଦାବି ନେଇ ଶ୍ରମିକ ସଂଗଠନର ଆନ୍ଦୋଳନ

ଶ୍ରମିକଙ୍କୁ ମିଳୁନାହିଁ କାମ। ଶ୍ରମିକଙ୍କୁ ଉଚିତ ମାତ୍ରାରେ କାମ ଯୋଗାଇଦେବା ସହ ସେମାନଙ୍କୁ ସରକାରଙ୍କ ସୁବିଧା ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି। ସରକାର ବିରୋଧୀ ନାରାବାଜି ଦେବା ସହ ଆମକୁ ଅତ୍ୟାବଶ୍ୟକ ଅଧିକାର ମିଳୁ ବୋଲି ଦାବି କରିଥିଲେ । ସବୁ ଶ୍ରମିକ ଷ୍ଟାଣ୍ଡରେ ବିଶ୍ରାମଗାର, ଆହାର କେନ୍ଦ୍ରରେ ମାଗଣାରେ ଖାଦ୍ୟ ପ୍ରଦାନ ଭୂମିହୀନକୁ ଗୃହ ପ୍ରଦାନ କରାଯାଉ ବୋଲି ସରକାରଙ୍କୁ ଦାବି କରିଛି ସଂଘ ।

ସରକାର ନ ଶୁଣିଲେ ଆଗାମୀ ଦିନରେ ତୀବ୍ର ବିରୋଧ ସହ ଓଡିଶା ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.