ETV Bharat / city

ପହିଲାରୁ ଅଧିବେଶନ, କାଲିଠୁ ସମସ୍ତ ସଦସ୍ୟଙ୍କ ହେବ ଆରଟିପିସିଆର ଓ ଆଣ୍ଟିବଡ଼ି ଟେଷ୍ଟ

author img

By

Published : Aug 28, 2021, 1:26 PM IST

ବିଧାନସଭା ପୂର୍ବରୁ ସମସ୍ତ ସଦସ୍ୟଙ୍କ ଆରଟିପିସିଆର ଓ ଆଣ୍ଟିବଡ଼ି ଟେଷ୍ଟ। 29 ରୁ 31 ତାରିଖ ଯାଏଁ 2ଟି ଯାକ ଟେଷ୍ଟ କରିବାକୁ କରାଯାଇଛି ଚିଠି । ଅଧିକ ପଢନ୍ତୁ...

ବିଧାନସଭା ପୂର୍ବରୁ ସମସ୍ତ ସଦସ୍ୟଙ୍କର ହେବ ଆରଟିପିସିଆର ଓ ଆଣ୍ଟିବଡ଼ି ଟେଷ୍ଟ

ଭୁବନେଶ୍ବର: ବିଧାନସଭା ଅଧିବେଶନ ପୂର୍ବରୁ କୋରୋନା ଟେଷ୍ଟ ପାଇଁ ଚିଠି। ସମସ୍ତ ବିଧାନସଭା ସଦସ୍ୟଙ୍କ ଆରଟିପିସିଆର ଓ ଆଣ୍ଟିବଡ଼ି ଟେଷ୍ଟ କରାଯିବ। 29 ରୁ 31 ତାରିଖ ଯାଏ 2ଟି ଯାକ ଟେଷ୍ଟ କରିବାକୁ ଚିଠି କରାଯାଇଛି।

ସମସ୍ତ ବିଧାନସଭା ସଦସ୍ୟଙ୍କ ଆରଟିପିସିଆର ଓ ଆଣ୍ଟିବଡ଼ି ଟେଷ୍ଟ କରିବାକୁ ଆରଏମଆରସି ନିର୍ଦ୍ଦେଶିକା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.