ETV Bharat / city

କୋରୋନା ମୁକାବିଲା: ରାଜଧାନୀରେ ଖୋଲିଲା ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲ

author img

By

Published : Jul 27, 2020, 10:22 PM IST

ରାଜଧାନୀରେ ଆରମ୍ଭ ହେଲା ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲ। 150 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲରେ 30 ଆଇସିୟୁ ଓ 21ଟି ଏଚଡିୟୁ ବେଡ଼ ବ୍ୟବସ୍ଥା ରହିଛି । ଦିନକୁ ଦିନ ଭୁବନେଶ୍ବରରେ କୋରୋନା ସଂକ୍ରମଣ ମାତ୍ରା ବଢ଼ୁଥିବାରୁ ବିଏମସି ପକ୍ଷରୁ କୋଭିଡ ଚିକିତ୍ସା ପାଇଁ ଭିତ୍ତିଭୂମି ବ୍ୟବସ୍ଥା କରାଯାଇଛି ।

corona situation in bhubaneswar, corona update in bhubaneswar, corona treatment in bhubaneswar, bhubaneswar latest news, ଭୁବନେଶ୍ବରରେ କୋରୋନା ସ୍ଥିତି, ଭୁବନେଶ୍ବରରେ କୋରୋନା ଚିକିତ୍ସା, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଭୁବନେଶ୍ବରରେ କୋରୋନା ଅପଡେଟ
କୋରୋନା ମୁକାବିଲା: ରାଜଧାନୀରେ ଖୋଲିଲା ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲ

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହେଲା ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲ। 150 ଶଯ୍ୟା ବିଶିଷ୍ଟ ସମର୍ପିତ କୋଭିଡ ହସ୍ପିଟାଲରେ 30 ଆଇସିୟୁ ଓ 21ଟି ଏଚଡିୟୁ ବେଡ଼ ବ୍ୟବସ୍ଥା ରହିଛି । ଦିନକୁ ଦିନ ଭୁବନେଶ୍ବରରେ କୋରୋନା ସଂକ୍ରମଣ ମାତ୍ରା ବଢ଼ୁଥିବାରୁ ବିଏମସି ପକ୍ଷରୁ କୋଭିଡ ଚିକିତ୍ସା ପାଇଁ ଭିତ୍ତିଭୂମି ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ଅଧିକ ସଂଖ୍ୟକ କୋଭିଡ ହସ୍ପିଟାଲ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ସୋମବାର ଭୁବନେଶ୍ବରରେ ବିଏମସି ସହିତ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 150 ଶଯ୍ୟା ବିଶିଷ୍ଟ ସେବା ଆରମ୍ଭ ହୋଇଛି ।

ସ୍ବଳ୍ପ ଲକ୍ଷଣ ଥିବା ଆକ୍ରାନ୍ତଙ୍କ ପାଇଁ ଏବେ ପଟିଆସ୍ଥିତ ଅର୍ବାନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ 60 ଶଯ୍ୟାର ବ୍ୟବସ୍ଥା ରହିଛି । ସେହିପରି ଖୁବଶୀଘ୍ର ଡୁମୁଡୁମାରେ 50 ଶଯ୍ୟା ବିଶିଷ୍ଟ ସେବା ଆରମ୍ଭ ହେବ । ଭୁବନେଶ୍ବରରେ ମଧ୍ୟ କୋଭିଡ ଲକ୍ଷଣ ନଥିବା ବ୍ୟକ୍ତିଙ୍କ ପାଇଁ ସିସିସି, କୋଭିଡ କେୟାର ହୋମ୍ସ ରହିଛି । ଖୁବଶୀଘ୍ର ବିଏମସିର ତିନୋଟି ଜୋନରେ ଏହାର କାର୍ଯ୍ୟକାରିତା ଆରମ୍ଭ ହେବାର ବ୍ୟବସ୍ଥା ରହିଛି ।

ହେଲେ ଏବେ ବଢୁଥିବା ସଂକ୍ରମଣକୁ ନଜରରେ ରଖି ବିଏମସି 3 ଟି ଜୋନରେ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ହେବ। ଭୁବନେଶ୍ବରର 3 ବିଧାୟକ ଏଥିପାଇଁ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଯୋଗାଇ ଦେବେ । ଉଭୟ ହସ୍ପିଟାଲ ସରକାରୀ ସହଭାଗିତାରେ ପରିଚାଳିତ ହେବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କୋଭିଡ ପ୍ରେସ ମିଟରେ ସୂଚନା ଦେଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.