ETV Bharat / city

ଭୁବନେଶ୍ବରରେ 9 ନୂଆ ମାମଲା, ମୋଟ ସଂଖ୍ୟା 283କୁ ବୃଦ୍ଧି

ଭୁବନେଶ୍ବରେ ସଦ୍ୟ ଚିହ୍ନଟ 8 ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ 4 ଜଣ ସିରିପୁର ବସ୍ତି ଅଞ୍ଚଳର ଲକ୍ଷ୍ମୀ ବଜାରର ହୋଇଥିବା ବେଳେ ଜଣେ ଆରବିଆଇ ସୁରକ୍ଷାକର୍ମୀ ଓ ଅନ୍ୟ 3 ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ।

author img

By

Published : Jun 27, 2020, 3:52 PM IST

corona pandemic in bhubaneswar, corona update in bhubaneswar, bhubaneswar latest news, local transmission in bhubaneswar, ଭୁବନେଶ୍ବରରେ କୋରୋନା ସଂକ୍ରମଣ, ଭୁବନେଶ୍ବରରେ କୋରୋନା ଅପଡେଟ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଭୁବନେଶ୍ବରରେ ସ୍ଥାନୀୟ ସଂକ୍ରମଣ
ଭୁବନେଶ୍ବରରେ 9 ନୂଆ ମାମଲା ଚିହ୍ନଟ, ମୋଟ ସଂଖ୍ୟା 283କୁ ବୃଦ୍ଧି

ଭୁବନେଶ୍ବର: ରାଜଧାନୀରେ ବଢି ଚାଲିଛି କୋରୋନା ସଂକ୍ରମଣ ମାମଲା । ଏମିତିରେ ଶନିବାର ଭୁବନେଶ୍ବରରେ ଚିହ୍ନଟ ହୋଇଛି 9ଟି ନୂଆ ମାମଲା । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ହୋମ କ୍ବାରେଣ୍ଟାଇନରେ ରହିଥିବା ବେଳେ ଅନ୍ୟ 8 ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ଏଥିସହ ଭୁବନେଶ୍ବରରେ ମୋଟ ଆକ୍ରାନ୍ତ ସଂଖ୍ୟା 283ରେ ପହଞ୍ଚିଛି ।

ଭୁବନେଶ୍ବରେ ସଦ୍ୟ ଚିହ୍ନଟ 8 ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ 4 ଜଣ ସିରିପୁର ବସ୍ତି ଅଞ୍ଚଳର ଲକ୍ଷ୍ମୀ ବଜାରର ହୋଇଥିବା ବେଳେ ଜଣେ ଆରବିଆଇ ସୁରକ୍ଷାକର୍ମୀ ଓ ଅନ୍ୟ 3 ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ଜଣାପଡିଛି । ସେପଟେ ଦିଲ୍ଲୀରୁ ଫେରି ଏୟାରପୋର୍ଟ କଲୋନୀର 26 ବର୍ଷୀୟା ଯୁବତୀ ହୋମ କ୍ବାରେଣ୍ଟାଇନରେ ରହିଥିବା ବେଳେ ତାଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ଶନିବାର ଏହାର ରିପୋର୍ଟ ପଜିଟିଭ ଆସିଛି ।

ଅନ୍ୟପଟେ ଗତ 24 ଘଣ୍ଟା ମଧ୍ୟରେ 10 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସତ୍ୟନଗରରୁ ଜଣେ, ଭୀମପୁରରୁ 2 ଜଣ, ସାଳିଆସାହିରୁ ଜଣେ, ରେଳବିଭାଗର 4 ଜଣ କର୍ମଚାରୀ ଓ ଡୁମଡୁମା ଏଚବି କଲୋନୀର 2 ଜଣ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରେ ମୋଟ ଆକ୍ରାନ୍ତ ସଂଖ୍ୟା 283ରେ ପହଞ୍ଚିବା ସହ 148 ଜଣ ଏଯାବତ୍‌ ସୁସ୍ଥ ହୋଇଛନ୍ତି । ଏଥିସହ 3 ଜଣଙ୍କ ମୃତ୍ୟ ହୋଇଥିବା ବେଳେ 131ଟି ମାମଲା ସକ୍ରିୟ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.