ETV Bharat / city

ରାଜ୍ୟରେ ସୁସ୍ଥ ହେଲେ 772 ଆକ୍ରାନ୍ତ

author img

By

Published : Jul 31, 2020, 9:11 PM IST

Updated : Jul 31, 2020, 9:33 PM IST

ଶୁକ୍ରବାର ରାଜ୍ୟରେ 772 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ 20 ହଜାର ଡେଇଁଲା ଆରୋଗ୍ୟଙ୍କ ସଂଖ୍ୟା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

20 ହଜାର ପାର ହେଲା ଆରୋଗ୍ୟ ସଂଖ୍ୟା
20 ହଜାର ପାର ହେଲା ଆରୋଗ୍ୟ ସଂଖ୍ୟା

ଭୁବନେଶ୍ବର: ଶୁକ୍ରବାର ରାଜ୍ୟରେ 772 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ 20 ହଜାର ଡେଇଁଲା ଆରୋଗ୍ୟ ସଂଖ୍ୟା । ତେବେ ଶୁକ୍ରବାର 27ଟି ଜିଲ୍ଲାରେ 772 ଜଣ ସୁସ୍ଥ ହୋଇଛନ୍ତି ।

ଗଞ୍ଜାମରେ 212 ଜଣ ସୁସ୍ଥ ହୋଇଥିବାବେଳେ କଟକରେ 116, ଖୋର୍ଦ୍ଧାରେ 81, କେନ୍ଦୁଝରରେ 68, ରାୟଗଡାରେ 31, ଗଜପତିରେ 27, ସୁନ୍ଦରଗଡରେ 24, ଯାଜପୁରରେ 21, କଳାହାଣ୍ଡିରେ 20, ନବରଙ୍ଗପୁରରେ 19, ମୟୂରଭଞ୍ଜରେ 18, କନ୍ଧମାଳରେ 14, ମାଲକାନଗିରିରେ 12, ସମ୍ବଲପୁରରେ 11, ଭଦ୍ରକ, କେନ୍ଦ୍ରାପଡା ଓ ପୁରୀରେ 10 ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେହିପରି ବରଗଡରେ 6, ବଲାଙ୍ଗୀରରେ 5, ବାଲେଶ୍ୱରରେ 4, ବୌଦ୍ଧ ଜଗତସିଂହପୁର ଓ ଝାରସୁଗୁଡାରେ 3 ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଅନୁଗୋଳ ନୟାଗଡ ସୋନପୁରରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ଏଯାବତ 20517 ଜଣ ସୁସ୍ଥ ହେଲେଣି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 31, 2020, 9:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.