ETV Bharat / city

କାଳିଆ ଯୋଜନା: ରାଜ୍ୟର ୫୫ ଲକ୍ଷ ୨୯ ହଜାର ୮୬୦ ଯୋଗ୍ୟ ହିତାଧିକାରୀ ଚିହ୍ନଟ

ରାଜ୍ୟ କ୍ୟାବିନେଟ ବୈଠକରେ କୃଷି କ୍ଷେତ୍ରକୁ ନେଇ ଅନେକ ଗୁଡିଏ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି । ବର୍ତ୍ତମାନ ସୁଦ୍ଧା ୫୫ ଲକ୍ଷ ୨୯ ହଜାର ୮୬୦ ଜଣ ହିତାଧିକାରୀ କାଳିଆ ସହାୟତା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ଅଧିକ ପଢନ୍ତୁ...

କାଳିଆ ଯୋଜନା: ରାଜ୍ୟର ୫୫ ଲକ୍ଷ ୨୯ ହଜାର ୮୬୦  ଯୋଗ୍ୟ ହିତାଧିକାରୀ ଚିହ୍ନଟ
କାଳିଆ ଯୋଜନା: ରାଜ୍ୟର ୫୫ ଲକ୍ଷ ୨୯ ହଜାର ୮୬୦ ଯୋଗ୍ୟ ହିତାଧିକାରୀ ଚିହ୍ନଟ
author img

By

Published : Sep 2, 2020, 8:31 PM IST

Updated : Sep 2, 2020, 9:59 PM IST

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ବୈଠକରେ କୃଷି କ୍ଷେତ୍ରକୁ ନେଇ ଅନେକ ଗୁଡିଏ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିରେ ଖରିଫ ଚାଷର ପ୍ରସ୍ତୁତି ନେଇ ବିସ୍ତାର ଆଲୋଚନା ହୋଇଛି । ଚଳିତ ଥର ୬୧.୬୧ ଲକ୍ଷ ହେକ୍ଟର ଜମିରେ ଖରିଫ ଚାଷ କରିବା ପାଇଁ ସ୍ତିର ହୋଇଥିବା ବେଳେ ଏଯାଏଁ ୫୫.୫୨ ଲକ୍ଷ ହେକ୍ଟର ଜମିରେ ଖରିଫ ଚାଷ ହୋଇଛି । ଇ ପେଷ୍ଟ ସର୍ବେକ୍ଷଣ ଦ୍ଵାରା ଫସଲ ଏବଂ କିଟ ରୋଗର ଅନୁଧ୍ୟାନ ଗ୍ରାମପଞ୍ଚାୟତ ସ୍ତରରେ କରାଯାଇଛି । ଏନେଇ ପରିଚାଳନା ପାଇଁ ଓଡ଼ିଶା କୃଷି ବିଦ୍ୟାଳୟର ଏକ ଟିମ ସାପ୍ତାହିକ ବ୍ୟବଧାନରେ କରୁଛନ୍ତି କାର୍ଯ୍ୟକ୍ରମ ।

କାଳିଆ ଯୋଜନା: ରାଜ୍ୟର ୫୫ ଲକ୍ଷ ୨୯ ହଜାର ୮୬୦  ଯୋଗ୍ୟ ହିତାଧିକାରୀ ଚିହ୍ନଟ
କାଳିଆ ଯୋଜନା: ରାଜ୍ୟର ୫୫ ଲକ୍ଷ ୨୯ ହଜାର ୮୬୦ ଯୋଗ୍ୟ ହିତାଧିକାରୀ ଚିହ୍ନଟ
ସେହିପରି ୟୁରିଆ ଓ ଅନ୍ୟ ସାର ଯୋଗାଇ ଦେବା ପାଇଁ ଭାରତ ସରକାରଙ୍କ ସହାୟତା ସହ ଯୋଗାଣ ଓ ଯାଞ୍ଚ ବ୍ୟବସ୍ଥା କଡାକଡି କରାଯାଇଛି । ୨୧ ଲକ୍ଷ କୃଷକଙ୍କୁ ବିଭିନ୍ନ ଆର୍ଥିକ ଅନୁଷ୍ଠାନ ମାଧ୍ୟମରେ ୯,୯୬୪,୪୭ କୋଟି ଟଙ୍କାର ଫସଲ ଋଣ ଦିଆଯାଇଛି । ଏହାସହ ୧୪.୦୮ ଲକ୍ଷ କୃଷକଙ୍କୁ ଫସଲ ବିମା ଯୋଜନାରେ ସାମିଲ କରାଯାଇଥିବା ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ ।

ସୌରଭ କହିଛନ୍ତି ଯେ, କୃଷକମାନଙ୍କୁ ଅଧିକ ସହାୟତା ପାଇଁ ଅଣଧାନ ଫସଲ, ଡାଲି, ତୈଳବୀଜ, ମାଣ୍ଡିଆ, କପା ଓ ଝୋଟ ସର୍ବନିମ୍ନ ସହାୟକ ମୁଲ୍ୟରେ କିଣାଯାଇଛି । କୃଷି ଓ ଆନୁଷ୍ଠାନିକ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ଗ୍ରାମପଞ୍ଚାୟତ ସ୍ତରରେ ବୈଠକ ହୋଇଛି । କୃଷି ସମ୍ପ୍ରସାରଣ ଆପ ଜରିଆରେ ତଦାରଖ କରାଯାଇଛି । ଏହାସହ ୯ ଲକ୍ଷ କୃଷକଙ୍କୁ ହ୍ଵାଟ୍ସଆପ ଜରିଆରେ ଅନ୍ତର୍ଭୁକ୍ତ କରାଯାଇଥିବା ଜଣାପଡିଛି । ଏହାସହ କୋରନା ମହାମାରୀ ସମୟରେ କୃଷକମାନଙ୍କ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଜୀବୀକା ନିର୍ବାହ ଦିଗରେ ନିଆଯାଇଥିବା ପଦକ୍ଷେପ ସ୍ଵରୁପ କୃଷି ଓ କୃଷକ ସଶକ୍ତିକରଣ ଓ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗରେ ୩୭୩,୯୫୮ କୋଟି ଟଙ୍କା ବ୍ୟୟ କରାଯିବ ।ଏ ଥିରେ ୨୪.୯୯,୮୫୦ ଜଣ କୃଷକ ଉପକୃତ ହେବେ । ଏପର୍ଯ୍ୟନ୍ତ ଏହି ଯୋଜନାରେ ମୋଟ ୮ ଲକ୍ଷ ୧୫ ହଜାର ୭୯୩ ଜଣ କୃଷକ ଉପକୃତ ହୋଇଛନ୍ତି ।

୨୦୧୮-୧୯ ମସିହାରେ କାଳିଆ ସହାୟତା ଯୋଜନା ଦୁଇଟି କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇଛି । କୃଷକମାନଙ୍କୁ ଚାଷ କାର୍ଯ୍ୟ ନିମନ୍ତେ ସହାୟତା, ଭୂମିହୀନ କୃଷକ ପରିବାରକୁ ଜୀବିକା ନିର୍ବାହ ନିମନ୍ତେ ସହାୟତା ପ୍ରଦାନ କରାଯିବା ସହ କାଳିଆ ଯୋଜନାରେ ହୀତାଧିକାରୀଙ୍କ ଯାଞ୍ଚ ୨୦୧୯ ମସିହା ଅଗଷ୍ଟରୁ ଆରମ୍ଭ କରାଯାଇଛି । ଲୋକମାନଙ୍କ ଅଭିଯୋଗ ଗ୍ରହଣ ଦିଗରେ କାଳିଆ ପୋର୍ଟାଲ କରାଯାଇଛି । କାଳିଆ ହିତାଧିକାରୀଙ୍କ ଡାଟା ବେସରେ ସେମାନଙ୍କ ଅଭିଯୋଗର ଯାଞ୍ଚ କରାଯାଇଛି । କାଳିଆ ଯୋଯନାରେ ସାମିଲ ହେବା ପାଇଁ ନୂତନ ଆବେଦନ ଗ୍ରହଣ ହୋଇଛି । ବର୍ତ୍ତମାନ ସୁଦ୍ଧା ୫୫ ଲକ୍ଷ ୨୯ ହଜାର ୮୬୦ ଜଣ ହିତାଧିକାରୀ କାଳିଆ ସହାୟତା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଗର୍ଗ କହିଛନ୍ତି । ଏହାସହ କାଳିଆ ହୀତାଧିକାରୀଙ୍କ ସନ୍ତାନଙ୍କ ପାଇଁ କାଳିଆ ବୃତ୍ତି ଯୋଜନା କାର୍ଯ୍ୟକାରୀ ହୋଇଛି ।

ଅନ୍ୟପକ୍ଷେ ବଳରାମ ଯୋଜନାରେ ଭାଗଚାଷୀମାନଙ୍କୁ କୃଷି ଋଣ ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି । ଏହି ଯୋଜନାରେ ଆଗାମୀ 3 ବର୍ଷ ମଧ୍ୟରେ ଆତ୍ମା ମାଧ୍ୟମରେ ୧ ଲକ୍ଷ ଜଏଣ୍ଟ ଲାଏବଲିଟି ଗୃଫ ଗଠନ ନିମନ୍ତେ ଲକ୍ଷ ଧାର୍ଯ୍ୟ କରାଯାଇଛି । ଏଥିରେ ୫ଲକ୍ଷ ଭାଗଚାଷୀଙ୍କୁ ସାମିଲ କରିବା ପାଇଁ ଲକ୍ଷ ରଖାଯାଇଛି । ଏହାସହ ୨୦୧୯-୨୦ ବର୍ଷରୁ ୨୦୨୩-୨୪ ମସିହା ପାଞ୍ଚ ବର୍ଷ ମଧ୍ୟରେ ୫ ଲକ୍ଷ କ୍ଷେତ ପୋଖରୀ ଖନନ କରାଯିବ । ୨୦୧୯-୨୦ରେ ୮୯୦୦ଟି କ୍ଷେତପୋଖରୀ କାର୍ଯ୍ୟ ଶେଷ ହୋଇଛି । ସେହିପରି ମନରେଗାରେ ୧୦୭ କୋଟି ଟଙ୍କା ବ୍ୟୟ କରାଯାଇ ୩୬ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଏହାସହ ୫-T ଅନଗର୍ତ କର୍ମଚାରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Sep 2, 2020, 9:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.