ETV Bharat / city

ରାଜଧାନୀରେ ଦିନକରେ 515 ଆକ୍ରାନ୍ତ ଚିହ୍ନଟ

author img

By

Published : Aug 30, 2020, 9:44 PM IST

ଭୁବନେଶ୍ବରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ପାର । ରବିବାର ସର୍ବାଧିକ 515 ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜଧାନୀରେ ଦିନକରେ 515 ଆକ୍ରାନ୍ତ ଚିହ୍ନଟ
ରାଜଧାନୀରେ ଦିନକରେ 515 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜଧାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ପାର । ରବିବାର ସର୍ବାଧିକ 515 ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଭୁବନେଶ୍ୱରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ବ୍ୟାପୁଛି ମହାମାରୀ ।

ରାଜଧାନୀରେ ଏହି ଆକ୍ରନ୍ତଙ୍କ ମଧ୍ୟରୁ ୱାର୍ଡ ନମ୍ବର 2, ୱାର୍ଡ ନମ୍ବର 5, 10 , 12, 13, 19, 23 , 24, 27, 28, 30, 40, 46, 63 ଓ 65 ୱାର୍ଡରେ 100 ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ତେବେ ଭୁବନେଶ୍ୱରରେ 515 ଜଣ ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ 297 ଜଣ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10021 ଚିହ୍ନଟ ହୋଇଥିବା ବେଳେ 6061 ଜଣ ସୁସ୍ଥ ହୋଇଛନ୍ତି ଓ 3910 ଜଣ ସକ୍ରିୟ ଅଛନ୍ତି । 41 ଜଣଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.