ETV Bharat / city

ରାଜ୍ୟରେ ଦିନକରେ 356 କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

author img

By

Published : Dec 19, 2020, 12:27 PM IST

ରାଜ୍ୟରେ ଧିରେ ଧିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 356 ନୂଆଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ 41 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ଦିନକରେ 356 କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ରାଜ୍ୟରେ ଦିନକରେ 356 କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନା ଗ୍ରାଫ । ଧିରେ ଧିରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଗତ 24 ଘଣ୍ଟାରେ 356 ନୂଆ ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 199 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 157 ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଅନୁଗୋଳରୁ 29 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ 26,ବରଗଡରୁ 17, ଭଦ୍ରକରୁ 7, ବଲାଙ୍ଗୀରରୁ 10, କଟକରୁ 19,ଢେଙ୍କାନାଳରୁ 1, ଗଜପତିରୁ 2, ଗଞ୍ଜାମରୁ 4, ଜଗତସିଂହପୁର 13, ଯାଜପୁର 9, ଝାରସୁଗୁଡା 6, କଳାହାଣ୍ଡି 7, କେନ୍ଦ୍ରାପଡାରୁ 9, କନ୍ଧମାଳରୁ 1, କେନ୍ଦୁଝର 6, ଖୋର୍ଦ୍ଧା 41,ମୟୂରଭଞ୍ଜରୁ 29, ନବରଙ୍ଗପୁରରୁ 3, ନୟାଗଡରୁ 2, ନୂଆପଡାରୁ 18, ପୁରୀରୁ 20,ରାୟଗଡାରୁ 4, ସମ୍ବଲପୁରରୁ 25, ସୁନ୍ଦରଗଡରୁ 35, ସୋନପୁରରୁ 1 ଓ ଷ୍ଟେଟ ପୁଲରୁ 12 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 25 ହଜାର 861 ରେ ପହଞ୍ଚିଛି । ସେଥିରୁ ସକ୍ରିୟ ମାମଲା 3029 ଥିବା ବେଳେ 3 ଲକ୍ଷ 20 ହଜାର 947 ଜଣ ସୁସ୍ଥ ହେଲେଣି । ସେହିପରି ଆଜି ସୁଦ୍ଧା 65, 69,279 ଟି ନମୁନା ପରୀକ୍ଷା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.