ETV Bharat / city

ଆସନ୍ତାକାଲିଠୁ 28ତମ ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା

author img

By

Published : Mar 11, 2021, 2:15 PM IST

ଆସନ୍ତା 12ରୁ 3 ଦିନିଆ 28ତମ ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି।

ଆସନ୍ତା 12 ତାରିଖରୁ  28ତମ ରାଜ୍ୟସ୍ତରୀୟ ଶକ୍ତିଉତ୍ତୋଲନ ପ୍ରତିଯୋଗିତା

ଭୁବନେଶ୍ବର: ଆସନ୍ତା 12ରୁ 3 ଦିନିଆ 28ତମ ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗୀତାକୁ ରାଜ୍ୟ କ୍ରୀଡା ଓ ଯୁବ ସେବା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦ୍ଘାଟନ କରିବେ ବୋଲି ଆୟୋଜକଙ୍କ ଦ୍ବାରା ସୂଚନା ଦିଆଯାଇଛି।

ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ରାଜ୍ୟର 200 ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇ ସେମାନଙ୍କ କ୍ରୀଡା ନୈପୁନ୍ୟତାର ପ୍ରଦର୍ଶନ କରିବେ। ଶେଷ ଦିବସ ଅର୍ଥାତ 14 ତାରିଖରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୃତି କ୍ରୀଡ଼ାବିତ ମାନଙ୍କୁ ପୁରସ୍କୃତ କରିବେ ବୋଲି ସୂଚନା ମିଳିଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.