ETV Bharat / city

ସୁସ୍ଥ ହେଲେ ଆଉ 262, ମୋଟ ସଂଖ୍ୟା 6486

author img

By

Published : Jul 6, 2020, 6:02 PM IST

Updated : Jul 6, 2020, 6:58 PM IST

ରାଜ୍ୟରେ କୋରୋନାରେ ସୁସ୍ଥ ହେଲେ 262
ରାଜ୍ୟରେ କୋରୋନାରେ ସୁସ୍ଥ ହେଲେ 262

17:46 July 06

ରାଜ୍ୟରେ କୋରୋନାରେ ସୁସ୍ଥ ହେଲେ 262

ଭୁବନେଶ୍ବର: ସୋମବାର ରାଜ୍ୟରେ 262 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଭଲ ଖବର । ତେବେ ଏଯାବତ ରାଜ୍ୟରେ ମୋଟ 6486 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟର 12 ଜିଲ୍ଲାର 262 ଜଣ ସୁସ୍ଥ ହୋଇଛନ୍ତି ।

 ଗଞ୍ଜାମର 73, ଗଜପତିର 49, ଜଗତସିଂହପୁରର 25, ରାୟଗଡାର 16, କଟକର 15, ଖୋର୍ଦ୍ଧାର 13, ଭଦ୍ରକର 12 ଜଣ ସୁସ୍ଥ ହୋଇଛନ୍ତି । ପୁରୀର 12 ସୁସ୍ଥ, କେନ୍ଦ୍ରାପଡାର 8, ଯାଜପୁର ଓ ସୁନ୍ଦରଗଡର 4 ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୋଳ, ବାଲେଶ୍ୱର, ନୟାଗଡ ଓ ନବରଙ୍ଗପୁରରେ 3 ଲେଖାଏଁ ସୁସ୍ଥ ହୋଇଥିବା ଜଣାପଡିଛି । ସେହିପରି ବୌଦ୍ଧ, ଝାରସୁଗୁଡା, କଳାହାଣ୍ଡି, କୋରାପୁଟ ଓ ମୟୂରଭଞ୍ଜରେ ଜଣେ ଲେଖାଏଁ ସୁସ୍ଥ ହୋଇ ଥିବା ରିପୋର୍ଟ ଆସିଛି । 

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 6, 2020, 6:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.