ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ, ଗୋଟିଏ ଦିନରେ 2423 ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସୋମବାର 2423 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 1417 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 1006 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗୋଟିଏ ଦିନରେ 2423  ନୂଆ ଆକ୍ରାନ୍ତ ଚିହ୍ନଟ
ଗୋଟିଏ ଦିନରେ 2423 ନୂଆ ଆକ୍ରାନ୍ତ ଚିହ୍ନଟ
author img

By

Published : Oct 12, 2020, 12:15 PM IST

ଭୁବନେଶ୍ବର: ଦେଶ ସମେତ ରାଜ୍ୟରେ ମଧ୍ୟ କୋରୋନା ସଂକ୍ରମଣ ହ୍ରାସ ପାଉଛି । ଏହି କ୍ରମରେ ରାଜ୍ୟରେ ସୋମବାର 2423 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 1417 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 1006 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସବୁଦିନ ପରି ସୋମବାର ମଧ୍ୟ ଖୋର୍ଦ୍ଧାରେ ସର୍ବାଧିକ 359 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ 118, ଅନୁଗୋଳ 229, ବାଲେଶ୍ୱରରେ 42, ବରଗଡରେ 99, ଭଦ୍ରକରେ 67, ବଲାଙ୍ଗୀରିରେ 93, ବୌଦ୍ଧରେ 10, ଦେଓଗଡରେ 17, ଢେଙ୍କାନାଳରେ 66, ଗଜପତିରେ 7, ଗଂଜାମରେ 37, ଜଗତସିଂହପୁରରେ 84, ଯାଜପୁରରେ 97, ଝରସୁଗୁଡ଼ାରେ 66, କଳାହାଣ୍ଡି ରେ 57, କନ୍ଧମାଳ ରେ 35, କେନ୍ଦ୍ରାପଡା ରେ 73, କେନ୍ଦୁଝରରେ 70, କୋରାପୁଟରେ 24, ମାଲକାନଗିରରେ 48, ମୟୂରଭଞ୍ଜରେ 128, ନବରଙ୍ଗପୁରରେ 28, ନୟାଗଡରେ 40 , ନୂଆପଡାରେ 63, ପୁରୀରେ 73, ରାୟଗଡାରେ 10, ସମ୍ବଲପୁରରେ 60, ସୋନପୁରରେ 53, ସୁନ୍ଦରଗଡରେ 195 ଏବଂ ଷ୍ଟେଟ ପୋଲରେ 75 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 2 ଲକ୍ଷ 54 ହଜାର 662 ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 2 ଲକ୍ଷ 27 ହଜାର 615 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 25 ହଜାର 954 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି। ଏଯାବତ୍ ରାଜ୍ୟରେ ମୋଟ ଟେଷ୍ଟ 37ଲକ୍ଷ 96 ହଜାର 767 କୋରୋନା ପରୀକ୍ଷା କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.