ଭୁବନେଶ୍ବର: ଶୁକ୍ରବାର ରାଜ୍ୟରେ ସର୍ବାଧିକ 1305 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ 39 ହଜାର ସୁସ୍ଥ ସଂଖ୍ୟା ଛିଉଁଛି । 26 ଟି ଜିଲ୍ଲାର ଆଜି 1305 ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସ୍ଵସ୍ଥ ସଂଖ୍ୟା 39205 ହୋଇଛି ।
ଗଞ୍ଜାମରେ 266, ଖୋର୍ଦ୍ଧା 156, ସୁନ୍ଦରଗଡ 63, କଟକ 128, କୋରାପୁଟ 33, ପୁରୀ 50, ମାଲକାନଗିରିରେ 75, ବାଲେଶ୍ୱରରେ 71, କଳାହାଣ୍ଡିରେ 44, କେନ୍ଦ୍ରାପଡାରେ 42, ନୟାଗଡରେ 33, ଢେଙ୍କାନାଳରେ 28, ଗଜପତିରେ 25, ନବରଙ୍ଗପୁରରେ 25, ସମ୍ବଲପୁରରେ 24 ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ଭଦ୍ରକରେ 20, ଝାରସୁଗୁଡାରେ 19, ମୟୂରଭଞ୍ଜରେ 18, ନୂଆପଡାରେ 16, କନ୍ଧମାଳରେ 12, କେନ୍ଦୁଝରରେ 12, ରାୟଗଡାରେ 10, ଜଗତସିଂହପୁରରେ 9, ବଲାଙ୍ଗୀରରେ 8 ଓ ବରଗଡରେ 7 ଜଣ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ସୁସ୍ଥ ସଂଖ୍ୟା 39205 ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ