ETV Bharat / city

ଗୋଟିଏ ଦିନରେ ରାଜ୍ୟରୁ 1264 ଆକ୍ରାନ୍ତ ସୁସ୍ଥ - odisha corona recovery tally

ଗୁରୁବାର ରାଜ୍ୟରୁ 1264 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସୁସ୍ଥ ସଂଖ୍ୟା 2 ଲକ୍ଷ 93 ହଜାର 741ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଗୋଟିଏ ଦିନରେ ରାଜ୍ୟରୁ 1264 ଆକ୍ରାନ୍ତ ସୁସ୍ଥ
ଗୋଟିଏ ଦିନରେ ରାଜ୍ୟରୁ 1264 ଆକ୍ରାନ୍ତ ସୁସ୍ଥ
author img

By

Published : Nov 12, 2020, 10:08 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଏହାରି ମଧ୍ୟରେ ଗୁରୁବାର ରାଜ୍ୟରୁ 1264 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସୁସ୍ଥ ସଂଖ୍ୟା 2 ଲକ୍ଷ 93 ହଜାର 741ରେ ପହଞ୍ଚିଛି ।

1264 ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରେ ସର୍ବାଧିକ 161 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଅନୁଗୋଳରେ 110, ସୁନ୍ଦରଗଡରେ 79, ବାଲେଶ୍ୱରରେ 76, ବଲାଙ୍ଗୀରରେ 76, କଟକରେ 74, କେନ୍ଦୁଝରରେ 74, ମୟୂରଭଞ୍ଜରେ 65, ନୂଆପଡାରେ 61, ଜଗତସିଂହପୁରରେ 59, ବରଗଡରେ 57, କେନ୍ଦ୍ରାପଡାରେ 44, ପୁରୀରେ 43, ଢେଙ୍କାନାଳରେ 38, ସମ୍ବଲପୁରରେ 30, ଯାଜପୁରରେ 28, କଳାହାଣ୍ଡିରେ 25, ଗଞ୍ଜାମରେ 22, ଭଦ୍ରକରେ 20, କୋରାପୁଟରେ 20, ନବରଙ୍ଗପୁରରେ 18, କନ୍ଧମାଳରେ 13, ଝାରସୁଗୁଡ଼ାରେ 12, ରାୟଗଡାରେ 11, ଦେଓଗଡରେ 9, ନୟାଗଡରେ 9, ସୋନପୁରରେ 8, ମାଲକାନଗିରିରେ 6, ଗଜପତିରେ 3, ବୌଦ୍ଧରେ 2 ଓ ଷ୍ଟେଟ ପୋଲରୁ 11 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.