ETV Bharat / city

ଆସନ୍ତା ବର୍ଷଠୁ ଦଶମ ଶ୍ରେଣୀ ପିଲା ପଢିବେ ସଡକ ସୁରକ୍ଷା ପାଠ - 10th class student to read

ବଢୁଥିବା ସଡକ ଦୁର୍ଘଟଣାକୁ କମାଇବା ଓ ଏହାକୁ ବ୍ୟାପକ ସଚେତନତା କରିବା ଉଦ୍ଦେଶ୍ୟରେ ପରିବହନ ବିଭାଗ ବଡ ଯୋଜନା ଆରମ୍ଭ କରିଛି । ଏପଟେ ଆସନ୍ତା ବର୍ଷରୁ 10 ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ସଡକ ସୁରକ୍ଷା ଶିକ୍ଷାଦାନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

road safety
road safety
author img

By

Published : Jan 29, 2020, 6:34 PM IST

ଭୁବନେଶ୍ବର: ଆଗାମୀ ଶିକ୍ଷା ବର୍ଷରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡକ ସୁରକ୍ଷା ବିଷୟବସ୍ତୁ ରହିବ । କେମିତି ବିଷୟବସ୍ତୁ ରଖିବେ ତାହା ଗଣଶିକ୍ଷା ବିଭାଗ ନିଷ୍ପତ୍ତି କରିବ । ଏହି ସୂଚନା ଦେଇଛନ୍ତି ପରିବହନ କମିଶନର ସଞ୍ଜୀବ ପଣ୍ଡା । ଏହାସହ ରାମେଶ୍ବରରୁ ଚଣ୍ଡିଖୋଲ ଯାଏ ଲାଗିବ ସିସିଟିଭି ।

ଦଶମ ଶ୍ରେଣୀରେ ସଡକ ସୁରକ୍ଷା; ଆସନ୍ତା ବର୍ଷ ଠାରୁ କାର୍ଯ୍ୟକାରୀ

ବୁଧବାର ଏନେଇ ପରିବହନ କମିଶନର କହିଛନ୍ତି ବର୍ତ୍ତମାନ ସୁଦ୍ଧା 10 ହଜାର ମଦୁଆ ଡ୍ରାଇଭରଙ୍କୁ ପୋଲିସ ଧରିଛି। ସେଥିରୁ ଏକ ହଜାର ଡ୍ରାଇଭର ଆରଟିଓ ହାତରେ ଧରାପଡିଛନ୍ତି । ସେପ୍ଟେମ୍ବର ରୁ ନଭେମ୍ବର ମଧ୍ୟରେ ଦୁର୍ଘଟଣା କମିଛି। ରାମେଶ୍ବରରୁ - ଚଣ୍ଡୀଖୋଲ ଯାଏ ଜାତୀୟ ରାଜପଥରେ intrgrated highway management system ଲାଗୁ ହେବ। ଗୁରୁତ୍ବପୂର୍ଣ୍ଣ ସ୍ଥାନରେ କ୍ୟାମେରା ଲାଗିବ। ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ କମ୍ପ୍ୟୁଟର ମାଧ୍ୟମରେ automatic ଚାଲାଣ ଯିବ । ଏହାକୁ ପାଇଲଟ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇଛି । ପରବର୍ତ୍ତୀ ସମୟରେ ଏହାକୁ ରାଜ୍ୟର ଅନ୍ୟସ୍ଥାନରେ ଉପଯୋଗ କରାଯିବ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:
ଆଗାମୀ ଶିକ୍ଷା ବର୍ଷରୁ ଦଶମ ଶ୍ରେଣୀ ପାଠ୍ୟକ୍ରମ ରେ ସଡ଼କ ସୁରକ୍ଷା ବିଷୟବସ୍ତୁ ରହିବ। କେମିତି ବିଷୟବସ୍ତୁ ରଖିବେ ତାହା ଗଣଶିକ୍ଷା ବିଭାଗ ନିଷ୍ପତ୍ତି କରିବ। ଏହି ସୂଚନା ଦେଲେ ପରିବହନ କମିଶନର ସଂଜୀବ ପଣ୍ଡା।ରାମେଶ୍ୱରରୁ ଚଣ୍ଡିଖୋଲ ଯାଏ ଲାଗିବ ସିସିଟିଭି।

Body:ଏହା ସହ 10 ହଜାର ମଦୁଆ ଡ୍ରାଇଭରକୁ ପୋଲିସ ଧରିଛି। ଆର୍ଟିଓ ହାତରେ ଧରପଡିଛନ୍ତି ହଜାରେ ମଦୁଆ ଡ୍ରାଇଭର। ସେପ୍ଟେମ୍ବର ରୁ ନଭେମ୍ବର ମଧ୍ୟରେ ଦୁର୍ଘଟଣା କମିଛି। ସୂଚନା ଦେଲେ ପରିବହନ କମିଶନର।Conclusion:ରାମେଶ୍ୱର ରୁ ଚଣ୍ଡୀଖୋଲ ଯାଏ ଜାତୀୟ ରାଜପଥରେ intrgrated highway management system ଲାଗୁ ହେବ। ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କ୍ୟାମେରା ଲାଗିବ। ଯେଉଁମାନେ ଅଧିକ ବେଗରେ ଗାଡି ଚଳାଇଲେ,ହେଲେମେଟ ପିନ୍ଧି ଗାଡି ଚଳେଇଲେ ବା ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କମ୍ପୁଟର ମାଧ୍ୟମରେ automatic ଚାଲାଣ ଯିବ। ଏହା ପାଇଲଟ ପ୍ରକଳ୍ପ ଭାବେ ଏହାକୁ କରାଯାଇଛି। ପରବର୍ତ୍ତୀ ସମୟରେ ଏହାକୁ ଅଲଗା ସ୍ଥାନରେ ବ୍ୟବହାର କରାଯିବ।
Sanjeeb panda byte and visual jaichi
Bhul re monoranjan panda lekha heichi
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.