ETV Bharat / city

ବାତ୍ୟା ଓ ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ରାମକୃଷ୍ଣ ମିଶନ - helping hand for helpless

ସ୍ୱେଚ୍ଛାସେବୀ ସଙ୍ଗଠନ ଓ ରାମକୃଷ୍ଣ ମିଶନ ପକ୍ଷରୁ ବନ୍ୟା, ବାତ୍ୟା ପ୍ରପୀଡିତଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ । ଅଧିକ ପଢନ୍ତୁ...

ବାତ୍ୟା ଓ ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ରାମକୃଷ୍ଣ ମିଶନ

author img

By

Published : Jun 4, 2021, 5:35 PM IST

ଭଦ୍ରକ: ବନ୍ୟା, ବାତ୍ୟା ପ୍ରପୀଡିତଙ୍କୁ ରିଲିଫ୍ ବଣ୍ଟନ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଧାମରାର 8 ଗୋଟି ପଞ୍ଚାୟତରେ ବନ୍ୟା ବିପନ୍ନ ପରିବାର ଗୁଡିକୁ ସ୍ୱତନ୍ତ୍ର ରିଲିଫ ପ୍ରଦାନ କରିଛି ରାମକୃଷ୍ଣ ମିଶନ l ଧାମରାର 8 ଗୋଟି ପଞ୍ଚାୟତରେ ପ୍ରାୟ 8 ଶହ ପରିବାରଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି ।

ବାତ୍ୟା ଓ ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ରାମକୃଷ୍ଣ ମିଶନ

ବେଲୁଡ଼ ମଠ ଅନ୍ତର୍ଗତ ରାମକୃଷ୍ଣ ମିଶନ ପକ୍ଷରୁ ବନ୍ୟା, ବାତ୍ୟା ପ୍ରପୀଡିତଙ୍କୁ ପ୍ରଦାନ କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ଚାନ୍ଦବାଲିରେ 5ଟି ପଞ୍ଚାୟତରେ 5 ଶହ ବାତ୍ୟା ଓ ବନ୍ୟା ବିପନ୍ନଙ୍କୁ ସ୍ୱତନ୍ତ୍ର ରିଲିଫ ବଣ୍ଟନ କରାଯିବା ପରେ ଦ୍ଵିତୀୟ ପର୍ଯ୍ୟାୟରେ ଧାମରାରେ 8 ଶହ ଲୋକଙ୍କୁ ବଣ୍ଟନ କରାଯାଇଛି l

ଏହି ପରିପ୍ରେକ୍ଷୀରେ ଚାନ୍ଦବାଲି ଓ ଧାମରାରେ ସ୍ୱେଚ୍ଛାସେବୀ ମାନେ ସାମିଲ ହୋଇ ରାମକୃଷ୍ଣ ମିଶନ କର୍ମକର୍ତ୍ତାଙ୍କୁ ସହଯୋଗ କରିଥିଲେ ବୋଲି ଜଣାପଡିଛି । ତେବେ ବିପନ୍ନ ଲୋକଙ୍କ ଜୀବନଯାପନ ସ୍ବାଭାବିକ ହେବା ଯାଏଁ ଏପରି କାର୍ଯ୍ୟଧାରା ଜାରି ରହିବ ବୋଲି ରାମକୃଷ୍ଣ ମିଶନ କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.