ETV Bharat / city

Panchayat Vote Counting: ଆଜି ଭୋଟ ଗଣତି, ଭଦ୍ରକରେ ସୁରକ୍ଷା ବ୍ୟବସ୍ଥା କଡାକଡି

author img

By

Published : Feb 26, 2022, 9:46 AM IST

ଆଜି(ଶନିବାର) ଠାରୁ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି । ଭଦ୍ରକରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

Panchayat Vote Counting: ଆଜି ଭୋଟ ଗଣତି, ଭଦ୍ରକରେ ସୁରକ୍ଷା ବ୍ୟବସ୍ଥା କଡାକଡି
Panchayat Vote Counting: ଆଜି ଭୋଟ ଗଣତି, ଭଦ୍ରକରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଭଦ୍ରକ: ଆଜି(ଶନିବାର) ଠାରୁ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ରାୟଗଡା ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟରେ ଥିବା ଷ୍ଟ୍ରଙ୍ଗ ରୁମରେ ଭୋଟ ବକ୍ସ ଗୁଡିକୁ ସୁରକ୍ଷିତ ଭାବେ ରଖାଯାଇଛି । ଜିଲ୍ଲାରେ ଥିବା ୭ ଗୋଟି ବ୍ଲକର ବିଭିନ୍ନ କଲେଜ ଏବଂ ବିଦ୍ୟାଳୟରେ ଭୋଟ ଗଣତି ହେବ । ସୁରକ୍ଷା ନିମନ୍ତେ ଷ୍ଟ୍ରଙ୍ଗ ରୁମ ଭିତରେ ଓ ବାହାରେ ସିସି କ୍ୟାମେରା ଲଗାଯିବା ସହିତ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୮୦୦ ରୁ ଅଧିକ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାର ୭ଟି ଜିଲ୍ଲାପରିଷଦ ଜୋନ, ୨୭ ତାରିଖରେ ୯ଟି ଜିଲ୍ଲାପରିଷଦ ଜୋନ ଏବଂ ୨୮ ତାରିଖରେ ୧୨ଟି ଜିଲ୍ଲାପରିଷଦ ଜୋନରେ ଭୋଟ ଗଣତି କରାଯିବ। କଡା ସୁରକ୍ଷା ମଧ୍ୟରେ ଗଣତି କାର୍ଯ୍ୟକ୍ରମ ହେବା ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.