ETV Bharat / city

ଟପ ମାଓ ନେତା ସବ୍ୟସାଚୀଙ୍କୁ ଆଜୀବନ କାରଦଣ୍ଡ - barhmpur

ଟପ ମାଓ ନେତା ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡ ସହ 10 ହଜାର ଟଙ୍କା ଜରିମାନା ଲଗାଇଲେ ବ୍ରହ୍ମପୁର ADJ-1 କୋର୍ଟ। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଦେଶଦ୍ରୋହ ମାମଲାର ବିଚାର କରି କୋର୍ଟ ତାଙ୍କୁ ଏହି ଦଣ୍ଡ ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : May 18, 2019, 2:21 PM IST

Updated : May 18, 2019, 8:21 PM IST

ବ୍ରହ୍ମପୁର: ଟପ ମାଓ ନେତା ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବ୍ରହ୍ମପୁର ADJ-1 କୋର୍ଟ । ଏଥିସହ 10 ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଦେଶଦ୍ରୋହ ମାମଲାର ବିଚାର କରି କୋର୍ଟ ତାଙ୍କୁ ଏହି ଦଣ୍ଡ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

2014ରେ ତାଙ୍କୁ ବ୍ରହ୍ମପୁରରେ ବଡବଜାରରୁ ଗିରଫ କରାଯାଇଥିଲା । ନିକଟରେ ତାଙ୍କ ନାଁରେ ରହିଥିବା 9ଟି ମାମଲାରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ବେଳେ ଆହୁରି ବହୁ ମାମଲା ବିଚାରଧୀନ ରହିଛି। ଏବେ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀ ରହିଛନ୍ତ।
ସେପଟେ ମାମଲାର ଶୁଣାଣି ପରେ ସବ୍ୟସାଚୀଙ୍କ ଓକିଲ କହିଛନ୍ତି ଯେ, କୋର୍ଟଙ୍କ ରାୟକୁ ଆମେ ଚାଲେଞ୍ଜ କରିବୁ ଓ ମାମଲାକୁ ଉପରିସ୍ଥ କୋର୍ଟକୁ ନେଇଯିବୁ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:Conclusion:
Last Updated : May 18, 2019, 8:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.