ETV Bharat / city

Berhampur Couple Saga: ସଫଳ ହେଲା ତପସ୍ବିନୀଙ୍କ ତପସ୍ୟା ! ଶ୍ବଶୂର ଘରେ ରହିବେ ଡିମ୍ପଲ

author img

By

Published : Jan 4, 2022, 3:40 PM IST

Updated : Jan 4, 2022, 6:41 PM IST

ବହୁ ଚର୍ଚ୍ଚିତ ସୁମିତ-ଡିମ୍ପଲ ପାରିବାରିକ ବିବାଦ ମାମଲାରେ ମଙ୍ଗଳବାର ରାୟ ପ୍ରକାଶ କରିଛନ୍ତି ଜିଲ୍ଲା ଦୌରା ଜଜ୍‌ । ସ୍ବାମୀ ସୁମିତଙ୍କ ସହ ତାଙ୍କରି ଘରେ (ଶ୍ବଶୂର ଘରେ) ରହିବେ ଡିମ୍ପଲ । ଅଧିକ ପଢ଼ନ୍ତୁ

Berhampur Couple Saga: କୋର୍ଟଙ୍କ ରାୟ, ସୁମିତଙ୍କ ସହ ରହିବେ ଡିମ୍ପଲ

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ସୁମିତ-ଡିମ୍ପଲ ପାରିବାରିକ ବିବାଦ ମାମଲାରେ ଆଜି (ମଙ୍ଗଳବାର) ରାୟ ପ୍ରକାଶ କରିଛନ୍ତି ଜିଲ୍ଲା ଦୌରା ଜଜ୍‌ । ସ୍ବାମୀ ସୁମିତଙ୍କ ସହ ତାଙ୍କରି ଘରେ (ଶ୍ବଶୂର ଘରେ) ରହିବେ ଡିମ୍ପଲ । ଖାଲି ସେତିକି ନୁହେଁ ପ୍ରତିମାସ ୧୦ ତାରିଖ ସୁଦ୍ଧା ଡିମ୍ପଲଙ୍କୁ ସୁମିତ ୧୭ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା କୋର୍ଟ ।

ଡିମ୍ପଲଙ୍କୁ ପୋଲିସ ସୁରକ୍ଷା ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ପ୍ରତି ମାସରେ ଟଙ୍କା ପାଇବା ପରେ ଟଙ୍କା ପାଇଲେ ବୋଲି ରସିଦ ଲେଖିବେ ଡିମ୍ପଲ । ଉଭୟ ପରିବାର କିଏ କାହାରିକୁ କୈାଣସି ହଇରାଣ କରିବେ ନାହିଁ ।

  • ଡିମ୍ପଲଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବ ପୋଲିସ । କୋର୍ଟଙ୍କ ରାୟ ମିଳିବା ପରେ ଜିଲ୍ଲା ପ୍ରଶାସନ ନେବ ପଦକ୍ଷେପ । କେହି ତପସ୍ବୀନିଙ୍କୁ ଆକ୍ଷେପ କରିପାରିବେ ନାହିଁ । ତପସ୍ବୀନିଙ୍କ ଓକିଲ ପ୍ରଦୀପ ବେହେରାଙ୍କ ସୂଚନା । @Ganjam_Admin pic.twitter.com/iIl8Vb9AZi

    — ETVBharat Odisha (@ETVBharatOD) January 4, 2022 " class="align-text-top noRightClick twitterSection" data=" ">

ତା ସହିତ ଦୁଇ ପରିବାର ମଧ୍ୟରୁ ଥିବା ମନୋମାଳିନ୍ୟ ନରଖିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । ଏନେଇ ଡିମ୍ପଲଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି ।

ପତ୍ନୀ ଓ ବୋହୂ ଅଧିକାର ଦାବି କରି ଗତ ୪୪ ଦିନ ହେଲା ସୁମିତଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି ଡିମ୍ପଲ । ନ୍ୟାୟ ପାଇଁ ଜିଲ୍ଲା କୋର୍ଟରେ ତପସ୍ବିନୀ ଅପିଲ୍‌ କରିଥିଲେ । ଡିସେମ୍ବର ୨୭ ତାରିଖରେ ଦୁଇ ପକ୍ଷକୁ ଶୁଣି ରାୟ ସଂରକ୍ଷିତ ରଖିଥିଲେ ବ୍ରହ୍ମପୁର ଜିଲ୍ଲା କୋର୍ଟ । ଆଜି କୋର୍ଟ ନିଜ ରାୟ ପ୍ରକାଶ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jan 4, 2022, 6:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.