ETV Bharat / city

ସଟସର୍କିଟରୁ MKCG ପ୍ରଶାସନିକ କୋଠାରେ ଲାଗିଲା ନିଆଁ, ଜଳିଗଲା ଫାଇଲ

author img

By

Published : May 2, 2022, 10:46 AM IST

ବ୍ରହ୍ମପୁର MKCG ମେଡିକାଲ କଲେଜର ପ୍ରଶାସନିକ କୋଠାରେ ଅଗ୍ନିକାଣ୍ଡ । ଫାଇଲ ଓ ଆସବାବ ପତ୍ର ପୋଡି ନଷ୍ଟ । ଅଧିକ ପଢନ୍ତୁ

MKCG ପ୍ରଶାସନିକ କୋଠାରେ ଅଗ୍ନିକାଣ୍ଡ, ଆସବାବ ପତ୍ର ଜଳିପୋଡି ନଷ୍ଟ

ବ୍ରହ୍ମପୁର: MKCG ମେଡିକାଲ କଲେଜର ପ୍ରଶାସନିକ କୋଠାରେ ଅଗ୍ନିକାଣ୍ଡ (Fire Breaks out in MKCG) । ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ବେଳେ ଫାଇଲ ଓ ଆସବାବପତ୍ର ପୋଡି ନଷ୍ଟ ।

ସୂଚନାଅନୁସାରେ, ଆଜି(ସୋମବାର) ଭୋର ୪ଟା ସମୟରେ ସଟସର୍କିଟରୁ ଏମ୍‌କେସିଜି ଏଷ୍ଟାବ୍ଲିସ୍‌ମେଣ୍ଟ ବିଭାଗରେ ନିଆଁ ଲାଗିଯାଇଥିଲା । ଫଳରେ ବିଭାଗରେ ରହିଥିବା ଫାଇଲ ଓ ଆସବାବପତ୍ର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ଖବରପାଇ MKCG ଅଗ୍ନିଶମ କେନ୍ଦ୍ର ଅଧିକାରୀ ପ୍ରଦୀପ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ପହଞ୍ଚି ନିଆଁକୁ ପହଞ୍ଚି ଆୟତ୍ତ କରିଥିଲେ । ତେବେ କାନ୍ଥରେ ଲାଗିଥିବା ଏକ ଫ୍ୟାନ ସମ୍ପୂର୍ଣ୍ଣ ନଷ୍ଟ ହୋଇ ତଳେ ପଡ଼ିଥିବା ବେଳେ ସେଥିରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.