ETV Bharat / city

ଅନ୍ତର୍ଜାତୀୟ ମହିଳା ଦିବସରେ ନିଆରା ପ୍ରୟାସ, ବୀର ଯବାନଙ୍କ ମା’ଙ୍କୁ ସମ୍ମାନ

ଅନ୍ତର୍ଜାତୀୟ ମହିଳା ଦିବସକୁ ନେଇ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ରେଶମ ସହର ବ୍ରହ୍ମପୁରରେ ଏହି ଅବସରରେ ଆୟୋଜିତ ହୋଇଯାଇଛି ଏକ ନିଆରା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

berhampur latest news, International women's day in berhampur, ବ୍ରହ୍ମପୁରରେ ଅନ୍ତର୍ଜାତୀୟ ମହିଳା ଦିବସ, International women's day, ଅନ୍ତର୍ଜାତୀୟ ମହିଳା ଦିବସ, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌
ଅନ୍ତର୍ଜାତୀୟ ମହିଳା ଦିବସରେ ନିଆରା ପ୍ରୟାସ, ବୀର ଯବାନଙ୍କ ମା’ମାନଙ୍କୁ ସମ୍ମାନ
author img

By

Published : Mar 8, 2020, 11:31 PM IST

ବ୍ରହ୍ମପୁର: ଅନ୍ତର୍ଜାତୀୟ ମହିଳା ଦିବସକୁ ନେଇ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ରେଶମ ସହର ବ୍ରହ୍ମପୁରରେ ଏହି ଅବସରରେ ଆୟୋଜିତ ହୋଇଯାଇଛି ଏକ ନିଆରା କାର୍ଯ୍ୟକ୍ରମ । ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଭାରତୀୟ ସୈନ୍ୟ ବାହିନୀରେ କାର୍ଯ୍ୟରତ ଥିବା ବୀର ସୈନିକଙ୍କ ମା’ମାନଙ୍କୁ ସହରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କରାଯାଇଛି ସମ୍ବର୍ଦ୍ଧନା ।

ଭାରତୀୟ ସୈନ୍ୟ ବାହିନୀରେ ଯୋଗ ଦେଇଥିବା ପରିବାର ବର୍ଗ ମଧ୍ୟ ସେମାନଙ୍କ ସନ୍ତାନ ଦେଶ ମାତୃକାର ସେବା କରୁଥିବାରୁ ପ୍ରତ୍ୟେକ ଏହି ଅବସରରେ ନିଜକୁ ଗର୍ବିତ ବୋଲି କହିଥିଲେ । ସ୍ଥାନୀୟ ସାମନ୍ତରା ଏକୋଡମୀ ପରିସରରେ ଆୟୋଜିତ ହୋଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବୀର ଯବାନଙ୍କ ମା’ମାନଙ୍କ ସହିତ ଏହି ଅବସରରେ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।

ଅନ୍ତର୍ଜାତୀୟ ମହିଳା ଦିବସରେ ନିଆରା ପ୍ରୟାସ, ବୀର ଯବାନଙ୍କ ମା’ମାନଙ୍କୁ ସମ୍ମାନ

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.