ETV Bharat / city

ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଦୁଇ ପ୍ରତିଭା - ୨୭ ତମ ୱାଡାକାଇ ଇଣ୍ଟର ଚ୍ୟାମ୍ପିଆନ୍ସସିପ

ଆନ୍ଦ୍ରପ୍ରଦେଶର ବିଶାଖପାଟଣାରେ ଅନୁଷ୍ଠିତ ହେବାକୁ ଥିବା ୨୭ ତମ ୱାଡାକାଇ ଇଣ୍ଟର ଚ୍ୟାମ୍ପିଆନ୍ସସିପ ଆନ୍ତର୍ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଗଞ୍ଜାମ ଜିଲ୍ଲାର ଦୁଇ ବିଦ୍ୟାର୍ଥୀ ପି.ନରସୀମା ରେଡି ଓ ବି.ଶଙ୍କର ରେଡି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବ୍ରହ୍ମପୁର
author img

By

Published : Nov 20, 2019, 10:40 PM IST

ବ୍ରହ୍ମପୁର : ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଦୁଇ ପ୍ରତିଭା, ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ। ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଅଞ୍ଚଳର ଦୁଇ ପ୍ରତିଭାଙ୍କୁ ଶୁଭକାମନା ଜଣାଇଛନ୍ତି ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବ୍ରହ୍ମପୁର

ଆସନ୍ତା ୨୨ ତାରିଖରୁ ୨୪ ତାରିଖ ଆନ୍ଦ୍ରପ୍ରଦେଶର ବିଶାଖପାଟଣାରେ ଅନୁଷ୍ଠିତ ହେବାକୁ ଥିବା ୨୭ ତମ ୱାଡାକାଇ ଇଣ୍ଟର ଚ୍ୟାମ୍ପିଆନ୍ସସିପ ଆନ୍ତର୍ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଅଞ୍ଚଳର ଦୁଇ ବିଦ୍ୟାର୍ଥୀ ପି.ନରସୀମା ରେଡି ଓ ବି.ଶଙ୍କର ରେଡି ଏଥିରେ ଯୋଗ ଦେବାକୁ ମନୋନୀତ ହୋଇଛନ୍ତି । ଏହି ଅବସରରେ ଏହି ଦୁଇ ବିଦ୍ୟାର୍ଥୀଙ୍କୁ ମାଣ୍ଡିଆପଲ୍ଲୀ ଠାରେ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା , ବୁଦ୍ଧିଜୀବି ,ଶିକ୍ଷାବିତ୍ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗ ଦେଇ ଦୁଇ ପ୍ରତିଭାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭକାମନା ଜଣାଇଛନ୍ତି । ଏହି ଅବସରରେ ଦୁଇ ପ୍ରତିଯୋଗୀଙ୍କ ସହ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ନିର୍ଦ୍ଧେଶକ ସୌମେନ୍ଦ୍ର ନନ୍ଦ ,ଗୋପାଳପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଏନ୍.ରାମରାଓ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Intro:ଆନ୍ଦ୍ରପ୍ରଦେଶର ବିଶାଖପାଟଣାରେ ଅନୁଷ୍ଠିତ ହେବାକୁ ଥିବା ୨୭ ତମ ୱାଡାକାଇ ଇଣ୍ଟର ଚ୍ୟାମ୍ପିଆନ୍ସସିଫ୍ ଆନ୍ତର୍ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଥିବା ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଅଞ୍ଚଳର ଦୁଇ ପ୍ରତିଭା ଙ୍କୁ ଶୁଭକାମନ୍ନା ଜଣାଇଛନ୍ତି ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । ଆସନ୍ତା ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଅଞ୍ଚଳର ଦୁଇ ବିଦ୍ୟାର୍ଥୀ ପି.ନରସୀମା ରେଡି ଓ ବି.ଶଙ୍କର ରେଡି ଏଥିରେ ଯୋଗ ଦେବାକୁ ମନୋନୀତ ହୋଇଛନ୍ତି । ଏହି ଅବସରରେ ଏହି ଦୁଇ ବିଦ୍ୟାର୍ଥୀଙ୍କୁ ମାଣ୍ଡିଆପଲ୍ଲୀ ଠାରେ ଗ୍ରାମବାସୀ ଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା , ବୁଦ୍ଧିଜୀବି ,ଶିକ୍ଷାବିତ୍ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗ ଦେଇ ଦୁଇ ପ୍ରତିଭା ଙ୍କୁ ପୁଷ୍ପଗୁଚ୍ଛ ଦେଇ ଦଉି ପ୍ରତିଭାଙ୍କ ଶୁଭକାମନ୍ନା କରିଛନ୍ତି । ଏହି ଅବସରରେ ଦୁଇ ପ୍ରତିଯୋଗୀ ଙ୍କ ସହ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ର ନିର୍ଦ୍ଧେଶକ ସୌମେନ୍ଦ୍ର ନନ୍ଦ ,ଗୋପାଳପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଏନ୍.ରାମରାଓ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଏଭଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଥିବା ପ୍ରତିଯୋଗୀ ମାନେ କେତେ ପ୍ରସ୍ତୁତ ହୋଇଛନ୍ତି ତାହାକୁ ନେଇ ଆଲୋଚନା କରିଥିଲେ ଆମ ସମ୍ୱାଦଦାତା..
Body:WALK THROUGH
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ....

*ଭଇଜୁଆ ମୋଜେ ରେ ଯାଇଛି...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.