ETV Bharat / city

ଧର୍ମମାସ କାର୍ତ୍ତିକ: ବ୍ରତ ପାଳିବାକୁ ପୁରୀ ଯାତ୍ରା କଲେ ହବିଷ୍ୟାଳି - Kartika Brata

ବ୍ରତ ପାଳନ କରିବା ପାଇଁ ଟ୍ରେନ ଯୋଗେଁ ପୁରୀ ଯାତ୍ରା କଲେ ହବିଷ୍ୟାଳି । ତେବେ ପୁରୀ ଅଭିମୁଖେ ବାହାରିଥିବା ହବିଷ୍ୟାଳିଙ୍କୁ ଶୁଭ କାମନା ଜଣାଇଛନ୍ତି ସମସ୍ତ ବର୍ଗର ବ୍ୟକ୍ତି । ଅଧିକ ଖବର ପଢନ୍ତୁ...

ଧର୍ମମାସ କାର୍ତ୍ତିକ: ବ୍ରତ କରିବାକୁ ଟ୍ରେନ ଯୋଗେଁ ଯାତ୍ରା ଆରମ୍ଭ କଲେ ହବିଷ୍ୟାଳି
author img

By

Published : Oct 13, 2019, 8:22 PM IST

Updated : Nov 25, 2019, 7:49 AM IST

ବ୍ରହ୍ମପୁର: ରାତି ପାହିଲେ କାର୍ତ୍ତିକ ବ୍ରତ । ଏକ ମାସ ବ୍ୟାପି ହବିଷ୍ୟାଳି ପାଳନ କରିବେ ଏହି ଧର୍ମ ମାସର ପବିତ୍ର ବ୍ରତକୁ । ଏନେଇ ବ୍ରହ୍ମପୁର ଷ୍ଟେସନରେ ହବିଷ୍ୟାଳିଙ୍କ ପ୍ରବଳ ଭିଡ। ସରକାରଙ୍କ ହବିଷ୍ୟାଳି ଯୋଜନାରେ ସହରର ବହୁ ବରିଷ୍ଠ ମହିଳା ମାନେ କାର୍ତ୍ତିକ ବ୍ରତ ପଳିବାକୁ ପୁରୀକୁ ଟ୍ରେନ ଯୋଗେ ଯାତ୍ରା କରିଛନ୍ତି ।

ଧର୍ମମାସ କାର୍ତ୍ତିକ: ବତ୍ର କରିବାକୁ ଟ୍ରେନ ଯୋଗେଁ ଯାତ୍ରା ଆରମ୍ଭ କଲେ ହବିଷ୍ୟାଳି

ବ୍ରତ ପାଳନ କରିବା ପାଇଁ ପୁରୀ ଯାଉଥିବା ମହିଳାଙ୍କୁ ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ସା°ସଦ ଚନ୍ଦ୍ରଶେଖର ସାହୁ ପ୍ରମୁଖ ପହଞ୍ଚି ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି ।

ତେବେ ପୁରୀ ଅଭିମୁଖେ ବାହାରିଥିବା ହବିଷ୍ୟାଳିଙ୍କ ସହ ବ୍ରହ୍ମପୁର ରେଳଷ୍ଟେସନରେ ଆଲୋଚନା କରିଥିଲେ ଆମ ସମ୍ବାଦଦାତା । ଦେଖନ୍ତୁ ସ୍ବତନ୍ତ୍ର ରିପୋର୍ଟ...

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ରାତି ପାହିଲେ କାର୍ତ୍ତିକ ବ୍ରତ ।ଏକ ମାସ ବ୍ୟାପି ହବିଷ୍ୟାଳି ପାଳନ କରିବେ ଏହି ପବିତ୍ର ବ୍ରତକୁ । ଯାହାକୁ ନେଇ ବ୍ରହ୍ମପୁର ସହରର ବହୁ ବରିଷ୍ଠ ମହିଳା ମାନେ କାର୍ତ୍ତିକ ବ୍ରତ କରିବାକୁ ପୁରୀ କୁ ଟ୍ରେନ ଯୋଗେ ଯାତ୍ରା କରିଛନ୍ତି । ସରକାର ଙ୍କ ହବିଷ୍ୟାଳି ଯୋଜନାରେ ସହରର ବହୁ ବରିଷ୍ଠ ମହିଳା ଟ୍ରେନ ଯୋଗେ ପୁରୀ ଯାତ୍ରା । ବ୍ରତ ପାଳନ କରିବା ପାଇଁ ପୁରୀ ଯାଉଥିବା ମହିଳା ଙ୍କ ସମେତ ବୟସ୍କ ମହିଳାଙ୍କୁ ଛାଡିବା ପାଇଁ ସ୍ଥାନୀୟ ରେଳଷ୍ଟେସନ ରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ସା°ସଦ ଚନ୍ଦ୍ରଶେଖର ସାହୁ ପ୍ରମୁଖ ପହଞ୍ଚି ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି ।ପୁରୀ ଅଭିମୁଖେ ବାହାରିଥିବା ହବିଷ୍ୟାଳି ଙ୍କ ସହ ବ୍ରହ୍ମପୁର ରେଳଷ୍ଟେସନ ରେ ଆଲୋଚନା କରିଥିଲେ ଆମ ସମ୍ବାଦଦାତା...

Body:walk through
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...

Conclusion:
Last Updated : Nov 25, 2019, 7:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.