ETV Bharat / city

ବିନା କାରଣରେ ବହିଷ୍କାର, ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ଦୁଇ ପାଚିକା - ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ଦୁଇ ପାଚିକା

ଆସ୍କା ରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ପାଚିକାଙ୍କୁ କାର୍ଯ୍ୟରୁ ବାହାର କରାଯିବା ପରେ ସେମାନେ ପ୍ରତିବାଦ କରିଛନ୍ତି ।

berhampur
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Dec 19, 2019, 8:44 AM IST

ବ୍ରହ୍ମପୁର: ବିନା କାରଣରେ ବ୍ରହ୍ମପୁର ସହରର ଆସ୍କା ରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ପାଚିକାଙ୍କୁ କାର୍ଯ୍ୟରୁ ବାହାର କରାଯିବା ପରେ ସେମାନେ ପ୍ରତିବାଦ କରିଛନ୍ତି । ଏନେଇ ଦୁଇ ପାଚିକା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି । କୌଣସି କାରଣ ନ ଥାଇ କାର୍ଯ୍ୟରୁ କାହିଁକି ବାହାର କରାଗଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଦୁଇ ପାଚିକାଙ୍କୁ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟକ ସଂଘ ପକ୍ଷରୁ ସମର୍ଥନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନାଯୋଗ୍ୟ, ଆସ୍କା ରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ପାଚିକା କୁନି ସାହୁ ଏବଂ ଗୀତା ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ବିଦ୍ୟାଳୟର ତାଲା ପକାଇବା ଠାରୁ ଆରମ୍ଭ କରି ଝାଡୁଦାର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରୁଥିବା ଏହି ପାଚିକା ମାନଙ୍କୁ ବିଭିନ୍ନ ପ୍ରକାର ଆଳ ଦେଖାଯାଇ ଅନ୍ୟାୟ କରାଯାଇଥିବା କହିଛନ୍ତି ଆନ୍ଦୋଳନରତ ପାଚିକା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବିନା କାରଣରେ ବ୍ରହ୍ମପୁର ସହରର ଆସ୍କା ରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ପାଚିକା ଙ୍କୁ କାର୍ଯ୍ୟରୁ ବାହାର କରାଯିବା ନେଇ ଏହାକୁ ପ୍ରତିବାଦ କରାଯାଇଛି । ଯାହାକୁ ନେଇ ଦୁଇ ପାଚିକା ଅନଦ୍ଧିଷ୍ଟ କାଳ ପାଇଁ ସହରର ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦିଆଯିବା ସହ ବିନା କାରଣରେ କାର୍ଯ୍ୟରୁ କାହିଁକି ବାହାର କରାଗଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏପରିକି ଦୁଇ ପାଚିକା ଙ୍କୁ ଏଭଳି କରାଯିବା ନେଇ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟକ ସଂଙ୍ଘ ପକ୍ଷରୁ ଏହାକୁ ସମର୍ଥନ କରାଯାଇଥିବା ବେଳେ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା କୁନି ସାହୁ ଏବଂ ଗୀତା ନାୟକ ଏହି ଧାରଣାରେ ବସିଥିବା ଦେଖାଯାଇଛି । ବିଦ୍ୟାଳୟର ତାଲା ପକାଇବା ଠାରୁ ଆରମ୍ଭ କରି ଝାଡୁଦାର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରୁଥିବା ଏହି ପାଚିକା ମାନଙ୍କୁ ବିଭିନ୍ନ ପ୍ରକାର ଆଳ ଦେଖାଯାଇ ଅନ୍ୟାୟ ଭାବରେ ଏପରି କରାଯାଇଥିବା କହିଛନ୍ତି ଆନ୍ଦୋଳନରତ ପାଚିକା ।
Body:ବାଇଟ୍-ଗୀତା ନାୟକ(ଆନ୍ଦୋଳନରତ ପାଚିକା )

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.