ETV Bharat / city

୫ଟି ସଚିବଙ୍କୁ ଭେଟିଲେ ବ୍ରହ୍ମପୁର ଡେପୁଟି ମେୟର ବିବେକ ରେଡ୍ଡୀ - ବ୍ରହ୍ମପୁରର ଡେପୁଟି ମେୟର ବିବେକ ରେଡ୍ଡୀ

୫ଟି ସଚିବଙ୍କୁ ସାକ୍ଷାତ କରି ଆଲୋଚନା କଲେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ବିବେକ ରେଡ୍ଡୀ । ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ହୋଇଥିଲା ଆଲୋଚନା । ଅଧିକ ପଢ଼ନ୍ତୁ

୫-ଟି ସଚିବଙ୍କୁ ସାକ୍ଷାତ କରିଲେ ଡେପୁଟି ମେୟର ବିବେକ ରେଡ୍ଡୀ

author img

By

Published : Apr 20, 2022, 7:18 AM IST

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଭାବରେ ନିର୍ବାଚିତ ହୋଇଥିବା ଇ.ବିବେକ ରେଡ୍ଡୀ ରାଜ୍ୟର ୫-ଟି ସଚିବଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ପୌର ନିର୍ବାଚନ ଫଳାଫଳ ପରେ ରାଜ୍ୟର ବିଭିନ୍ନ ଏନ୍.ଏ.ସି ଓ ମ୍ୟୁନିସିପାଲଟିର ନିର୍ବାଚିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନେ ରାଜଧାନୀ ଭୁବନେଶ୍ୱର ଠାରେ ୫-ଟି ସଚିବଙ୍କୁ ସାକ୍ଷାତ କରି ନିଜ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମର ନବନିର୍ବାଚିତ ଡେପୁଟି ମେୟର ସାକ୍ଷାତ କରି ରାଜ୍ୟ ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିୟାନଙ୍କ ସହ ସାକ୍ଷାତ କରିଥିବା ବେଳେ ସେ ଲୋକଙ୍କ ସେବା କରିବା ପାଇଁ ସଦାସର୍ବଦା ଦୃଷ୍ଟି ଦେବା ସହିତ ଉନ୍ନତିମୂଳକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେବାକୁ ଆଲୋଚନା ସମୟରେ ପରାମର୍ଶ ଦେଇଥିବା କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.