ETV Bharat / business

ସବୁଜ ସଙ୍କେତରେ ବନ୍ଦ ବଜାର

author img

By

Published : Jan 23, 2020, 6:06 PM IST

ଗୁରୁବାର ସବୁଜ ସଙ୍କେତରେ ବନ୍ଦ ହୋଇଛି ବଜାର । ସେନସେକ୍ସ 271.02 ପଏଣ୍ଟ ବଢିଥିବା ବେଳେ ନିଫ୍ଟି 12,180.35ରେ କାରବାର ବନ୍ଦ କରିଛି ।

share market closed on green sign on thursday
ସବୁଜ ସଙ୍କେତରେ ବନ୍ଦ ବଜାର

ମୁମ୍ବାଇ: ଗୁରୁବାର ସବୁଜ ସଙ୍କେତରେ ବନ୍ଦ ହୋଇଛି ବଜାର । ସେନସେକ୍ସ 271.02 ପଏଣ୍ଟ ବଢିଥିବା ବେଳେ ନିଫ୍ଟି 12,180.35ରେ କାରବାର ବନ୍ଦ କରିଛି ।

କାରବାର ଆରମ୍ଭରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ କାରବାର ଆରମ୍ଭରେ 125.17 ପଏଣ୍ଟ ବଢି 41,240.55 ଥିଲା । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 34.05 ପଏଣ୍ଟ ବୃଦ୍ଧି ସହ 12,140.95ରେ କାରବାର କରୁଥିଲା ।

ଏଲଏଣ୍ଡଟି, ଏକ୍ସିସ ବ୍ୟାଙ୍କ ଓ ଇମ୍ପୋସିସ ସେୟାର ଅଭିବୃଦ୍ଧି ଯୋଗୁଁ ସେନସେକ୍ସ ଉପରମୁହାଁ ରହିଛି । ସେପଟେ କିନ୍ତୁ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ, ନେସ୍ଲେ, ଏସିଆନ ପେଣ୍ଟସ ଓ ଟେକ ମହିନ୍ଦ୍ରା ସେୟାର କ୍ଷତି ସହ ବନ୍ଦ ହୋଇଛି ।

କାରବାରୀଙ୍କ ଅନୁଯାୟୀ, ଚୀନରେ ଭୟଙ୍କର ଭାଇରସ ସଂକ୍ରମଣ ହେବା କାରଣରୁ ଏସିଆ ବଜାରରେ ହ୍ରାସ ଜାରି ରହିଛି । ଫଳରେ ବିଶ୍ବ ବଜାର ଦୁର୍ବଳ ହେବାରେ ଲାଗିଛି । ତେବେ ଏହାର ପ୍ରଭାବ ଏତେଟା ଭାରତୀୟ ବଜାରରେ ଦେଖିବାକୁ ମିଳିନି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.