ETV Bharat / business

ଅର୍ଥମନ୍ତ୍ରୀଙ୍କୁ ଅନ୍ତିମ ରିପୋର୍ଟ ଦେଲେ ଏନଆଇପି ଟାକ୍ସଫୋର୍ସ - task force on nip

2019-25 ଆର୍ଥିକ ବର୍ଷରେ ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଭିତ୍ତିଭୂମି ଢାଞ୍ଚାରେ ମୋଟ 111 ଲକ୍ଷ କୋଟି ଟଙ୍କା ନିବେଶ ନେଇ ଟାକ୍ସ ଫୋର୍ସ ଅନୁମାନ ଲଗାଇଛନ୍ତି । ଅଧିକ ପଢନ୍ତୁ...

task force on nip submits final report to fm
ଅର୍ଥମନ୍ତ୍ରୀଙ୍କୁ ଅନ୍ତିମ ରିପୋର୍ଟ ଦେଲେ ଏନଆଇପି ଟାକ୍ସଫୋର୍ସ
author img

By

Published : Apr 29, 2020, 9:55 PM IST

ନୂଆଦିଲ୍ଲୀ: ଜାତୀୟ ଭିତ୍ତିଭୂମି ପାଇପଲାଇନ(ଏନଆଇପି) ପାଇଁ ଗଠିତ ଟାକ୍ସ ଫୋର୍ସ ବୁଧବାର ଅର୍ଥମନ୍ତ୍ରୀଙ୍କୁ ନିଜ ଅନ୍ତିମ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ରିପୋର୍ଟ 2019-25 ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ କରାଯାଇଛି ।

ଏହି ରିପୋର୍ଟରେ ଦେଶରେ କେନ୍ଦ୍ର ଓ ରାଜ୍ୟଗୁଡିକ କାର୍ଯ୍ୟକାରୀ ପାଇଁ ପ୍ରମୁଖ ଭିତ୍ତିଭୂମି ଢାଞ୍ଚା ସହ ଜଡିତ ସାଧାରଣ ତଥା କ୍ଷେତ୍ର ସଂସ୍କାର ପାଇଁ ସୁପାରିଶ ରହିଛି ।

2019-25 ଆର୍ଥିକ ବର୍ଷରେ ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଭିତ୍ତିଭୂମି ଢାଞ୍ଚାରେ ମୋଟ 111 ଲକ୍ଷ କୋଟି ଟଙ୍କା ନିବେଶ ନେଇ ଟାକ୍ସ ଫୋର୍ସ ଅନୁମାନ ଲଗାଇଛନ୍ତି । ଏ ନେଇ ଅର୍ଥମନ୍ତ୍ରାଳୟ ଟ୍ବିଟ କରି କହିଛି ଯେ, ‘‘ଏନଆଇପି ଗୁଣାତ୍ମକ ଓ ପର୍ଯ୍ୟାପ୍ତ ଭିତ୍ତିଭୂମି ସହ ଆର୍ଥିକ ବିକାଶ ପ୍ରଦାନରେ ସହାୟକ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.