ETV Bharat / business

କର୍ପୋରେଟ ଟିକସ ହ୍ରାସ ପରେ ବି ବଢିଲା ପ୍ରତ୍ୟକ୍ଷ କର ସଂଗ୍ରହ - ବଢିଲା ପ୍ରତ୍ୟକ୍ଷ କର

ପ୍ରତ୍ୟକ୍ଷ କର ସଂଗ୍ରହ ଆଦୌ ହ୍ରାସ ପାଇନାହିଁ । ବରଂ ଏହା 5 ପ୍ରତିଶତ ବଢିଛି। କର ସଂଶୋଧନ ବିଧେୟକ 2019 ଉପରେ ଚାଲିଥିବା ବିତର୍କର ଜବାବରେ ଅର୍ଥମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି।

Gross direct tax collection rises by 5% till Nov: FM
କର୍ପୋରେଟ ଟିକସ ହ୍ରାସ ପରେ ବି ବଢିଲା ପ୍ରତ୍ୟକ୍ଷ କର ସଂଗ୍ରହ
author img

By

Published : Dec 2, 2019, 8:27 PM IST

ନୂଆଦିଲ୍ଲୀ: ନଭେମ୍ବର ପର୍ଯ୍ୟନ୍ତ 5 ପ୍ରତିଶତ ବଢିଲା ପ୍ରତ୍ୟକ୍ଷ କର ସଂଗ୍ରହ। କର୍ପୋରେଟ ଟିକସ ପରେ ବି ଟିକସ ଆଦାୟ ଅଭିବୃଦ୍ଧି ଜାରି ରହିଛି । ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଏନେଇ ଜଣାଇଛନ୍ତି।

ସେ କହିଛନ୍ତି ଯେ, କର୍ପୋରେଟ ଟିକସ ହ୍ରାସ ପ୍ରଭାବ ରାଜସ୍ବ ସଂଗ୍ରହ ଉପରେ ପଡିବ ବୋଲି ତାଙ୍କୁ ଆଶଙ୍କା ଥିଲା। ହେଲେ ଏହା ବଢିଛି।

କର ସଂଶୋଧନ ବିଧେୟକ 2019 ଉପରେ ଚାଲିଥିବା ଏକ ବିତର୍କର ଜବାବ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟକ୍ଷ କର ସଂଗ୍ରହ ଆଦୌ ହ୍ରାସ ପାଇନାହିଁ। ବରଂ ଏହା 5 ପ୍ରତିଶତ ବଢିଛି। ଐତିହାସିକ ରୂପରେ ପ୍ରତ୍ୟକ୍ଷ କର ସର୍ବାଧିକ ସଂଗ୍ରହ ଆର୍ଥିକ ବର୍ଷର ଶେଷ ତ୍ରୈମାସରେ ହୋଇଥାଏ।

କର୍ପୋରେଟ କର ହ୍ରାସର ମୁଖ୍ୟ ଉଦ୍ଦେଶ୍ୟ ବିନିର୍ମାଣ କ୍ଷେତ୍ରରେ ନୂଆ ନିବେଶକୁ ଆକୃଷ୍ଟ କରିବା। ଏହାର ଘୋଷଣା ପରେ ବହୁ ଘରୋଇ ଓ ବିଶ୍ବସ୍ତରୀୟ କମ୍ପାନୀ ଏବେ ଭାରତରେ ନିବେଶ ପାଇଁ ଆକୃଷ୍ଟ ହେଲେଣି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

Intro:Body:

Three private telecom players Vodafone Idea, Bharti Airtel and Jio has announced pre-paid tariff plans with 40-50 per cent higher rates.

New Delhi: The honeymoon for telecom subscribers seems to have come to an end as all the three private telecom players Vodafone Idea, Bharti Airtel and Jio on Sunday announced pre-paid tariff plans with 40-50 per cent higher rates.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.