ETV Bharat / business

28 ଦିନରେ ଭାରତ ଫେରିବ ମାଲ୍ୟା !

ଆଜି ହେବ ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟାର ଭାଗ୍ୟ ପରୀକ୍ଷା । ଇଲଣ୍ଡରେ ରହିବେ ନା ଭାରତ ଫେରିବେ ତାର ଶୁଣାଣି କରିବ ଲଣ୍ଡନ ହାଇକୋର୍ଟ ।

author img

By

Published : Jul 2, 2019, 4:10 PM IST

Updated : Jul 2, 2019, 4:35 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: 28 ଦିନ ଭିତରେ ଭାରତ ଫେରିବ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା । ଏ ନେଇ ଆଜି(ମଙ୍ଗଳବାର) ଲଣ୍ଡନ ହାଇକୋର୍ଟ କରିବ ଶୁଣାଣି । ଯଦି ଇଲଣ୍ଡରେ ରହିବାକୁ ଅନୁମତି ନ ମିଳେ , ତେବେ 28 ଦିନ ଭିତରେ ସେ ଭାରତ ଫେରିବା ନିଶ୍ଚିତ ।

ଏପେଟ ଭାରତ ପ୍ରତ୍ୟାପଣ ଭୟରେ ବ୍ରିଟେନରେ ରହିବାକୁ ଅନୁରୋଧ କରିଛି ମାଲ୍ୟା । କିନ୍ତୁ ଦେଶରୁ ଏତେ ଟଙ୍କା ଠକିନେବା ପରେ ଚୁପ ରହିବାକୁ ନାରାଜ ଭାରତୀୟ ଯାଞ୍ଚ ଏଜେନ୍ସି । ମାଲ୍ୟାର ପ୍ରତିଟି ପଦକ୍ଷେପ ଉପରେ ତୀଖ୍ନ ନଜର ରଖି ଦେଶକୁ ଫେରାଇ ଆଣିବାକୁ ଯୋଜନା ପାଞ୍ଚୁଛନ୍ତି ।

ସୂଚନା ମୁତାବକ, ଫେବୃଆରୀ 14ରେ ଭାରତ ପ୍ରତ୍ୟାପଣ ବିରୋଧରେ ମାଲ୍ୟା ଯାଚିକା ଦାୟର କରିଥିଲେ । ହେଲେ ମାଲ୍ୟାଙ୍କ ଏହି ଯାଚିକାକୁ ବ୍ରିଟେନ କୋର୍ଟ ଏପ୍ରିଲ 5ରେ ଖାରଜ କରିଦେଇଥିଲେ । ଏହା ପରେ ପୁଣି ଥରେ ମାମଲାର ମୌଖିକ କାର୍ଯ୍ୟନୁଷ୍ଠାନ ପାଇଁ ମାଲ୍ୟା ଆବେଦନ କରିଥିଲେ ।

Intro:Body:

blank

Conclusion:
Last Updated : Jul 2, 2019, 4:35 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.