ETV Bharat / business

ଭାରତର କର ରାଜସ୍ବ କ୍ଷମତା ଜିଡିପିର 4 %ରୁ କମ

author img

By

Published : Apr 23, 2021, 10:54 PM IST

ଦେଶକୁ ରାଜସ୍ବ ପରିଚାଳନା ବ୍ୟବସ୍ଥାରେ ଗଭୀର ସୁଧାର କରିବା ଜରୁରୀ । ଭାରତର କର ରାଜସ୍ବ କ୍ଷମତା ମୋଟ ଘରୋଇ ଉତ୍ପାଦ (ଜିଡିପି)ର 4 ପ୍ରତିଶତରୁ କମ ରହିଛି । ଅଧିକ ପଢନ୍ତୁ..

ଭାରତର କର ରାଜସ୍ବ କ୍ଷମତା  ଜିଡିପିର 4 %ରୁ କମ
ଭାରତର କର ରାଜସ୍ବ କ୍ଷମତା ଜିଡିପିର 4 %ରୁ କମ

ନୂଆଦିଲ୍ଲୀ: ଭାରତର କର ରାଜସ୍ବ କ୍ଷମତା ମୋଟ ଘରୋଇ ଉତ୍ପାଦ (ଜିଡିପି)ର 4 ପ୍ରତିଶତରୁ କମ ରହିଛି । ଆଉ ଦେଶକୁ ରାଜସ୍ବ ପରିଚାଳନା ବ୍ୟବସ୍ଥାରେ ଗଭୀର ସୁଧାର କରିବା ଜରୁରୀ । ଶୁକ୍ରବାର ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ.କେ ସିହ୍ନା କହିଛନ୍ତି ।

ସେ କହିଛନ୍ତି କି ରାଜ୍ୟ ପାଇଁ ଏକ ପ୍ରୋତ୍ସାହନ ପ୍ରଣାଳୀ ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ଅଛି । ।ଯାହା ଦ୍ବାରା ସେମାନଙ୍କ ପଲିସି ସବୁ କେନ୍ଦ୍ର ସରକାରଙ୍କ ସହ ଯୋଡି ହୋଇ ପାରିବ ।

ସିଏସଇପି-ଆଇଏମଏଫ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ‘ମଧ୍ୟମ ଅବଧିର ଅର୍ଥନୈତିକ ଢାଞ୍ଚା , ଆନ୍ତର୍ଜାତୀୟ ଅଭିଜ୍ଞତା ଏବଂ ଭାରତ ପାଇଁ ପ୍ରାସଙ୍ଗିକତା 'ରେ ସିହ୍ନା କହିଛନ୍ତି କି , ପ୍ରତ୍ୟକ୍ଷ ଓ ପରୋକ୍ଷ କର ଢାଞ୍ଚାକୁ ପୁଣି ସଂଶୋଧନ ଓ ରାଜସ୍ବ ପ୍ରଣାଳୀରେ ଅଧିକ ସୁଧାର ଆଣିବା ଆବଶ୍ୟକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.