ETV Bharat / business

‘ଅର୍ଥବ୍ୟବସ୍ଥା ଓ ନିଯୁକ୍ତି କ୍ଷେତ୍ରରେ ଆହୁରି ଖରାପ ଖବର ଆସିବ’ - ଆରବିଆଇ ରିପୋର୍ଟ

ରାହୁଲ ଆରବିଆଇ ତଥ୍ୟକୁ ଦର୍ଶାଇ ଟ୍ବିଟ କରିଛନ୍ତି ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ଅସଲ ମୁଡକୁ ଖୁଲାସା କରିଛି । ଅଧିକ ପଢନ୍ତୁ...

‘ଅର୍ଥବ୍ୟବସ୍ଥା ଓ ଚାକିରୀ କ୍ଷେତ୍ରରେ ଆହୁରୀ ଖରାପ ଖବର ଆସିବ’

author img

By

Published : Aug 7, 2020, 5:44 PM IST

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶର ଆର୍ଥିକ ସ୍ଥିତିକୁ ନେଇ ସରକାରଙ୍କୁ ଘେରିଛନ୍ତି । ଶୁକ୍ରବାର ସେ ଅଭିଯୋଗ କରିଛନ୍ତି ଯେ ଦେଶର ଅର୍ଥବ୍ୟବସ୍ଥାରେ ଲୋକଙ୍କ ବିଶ୍ବାସ ଶେଷ ହୋଇଛି ।

‘ଅର୍ଥବ୍ୟବସ୍ଥା ଓ ଚାକିରୀ କ୍ଷେତ୍ରରେ ଆହୁରୀ ଖରାପ ଖବର ଆସିବ’
‘ଅର୍ଥବ୍ୟବସ୍ଥା ଓ ଚାକିରୀ କ୍ଷେତ୍ରରେ ଆହୁରୀ ଖରାପ ଖବର ଆସିବ’

ରାହୁଲ ଆରବିଆଇ ତଥ୍ୟକୁ ଦର୍ଶାଇ ଟ୍ବିଟ କରିଛନ୍ତି ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ଅସଲ ମୁଡକୁ ଖୁଲାସା କରିଛି । ଲୋକଙ୍କ ବିଶ୍ୱାସ ସର୍ବଦା ସର୍ବନିମ୍ନ ସ୍ତରରେ ଅଛି । ଭୟ ଏବଂ ଅସୁରକ୍ଷିତା ମଧ୍ୟ ଶିଖରରେ ଅଛି । ଅର୍ଥନୀତି ଏବଂ ଚାକିରୀ କ୍ଷେତ୍ରରେ ଆହୁରୀ ଅଧିକ ଖରାପ ଖବର ମିଳିବା ଆଶା କରାଯାଉଛି।

ଏହା ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଏକ ଲେଖାକୁ ଉପସ୍ଥାପନା କରି ମୋଦି ସରକାରଙ୍କୁ ଆର୍ଥିକ ସ୍ଥିତି ଉପରେ ଆକ୍ରମଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.