ETV Bharat / business

ପ୍ଲାନିଂ ଆରମ୍ଭ କରିଦିଅନ୍ତୁ, ଆସନ୍ତା ମାସରେ 11ଦିନ ବ୍ୟାଙ୍କ ବନ୍ଦ

author img

By

Published : Sep 27, 2019, 10:41 AM IST

ଆଉ ଦିନ କେଇଟା ପରେ ଫେଷ୍ଟିଭ ସିଜନ ଆରମ୍ଭ । ତା ସହ ଛୁଟି ମଧ୍ୟ ଚାଲିବ। ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ ଆଦି ବନ୍ଦ ରହିବ । ତେବେ ଆପଣ ଜାଣନ୍ତି କି ଆସନ୍ତା ମାସରେ ପୂଜା 11ଦିନ ବନ୍ଦ ରହିବ ବ୍ୟାଙ୍କ ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଫେଷ୍ଟିଭ ସିଜନ ଆରମ୍ଭ । ତା ସହ ଛୁଟି ମଧ୍ୟ ଚାଲିବ । ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ ଆଦି ବନ୍ଦ ରହିବ । ତେବେ ଆପଣ ଜାଣନ୍ତି କି ଆସନ୍ତା ମାସରେ ପୂଜା 11ଦିନ ବନ୍ଦ ରହିବ ବ୍ୟାଙ୍କ ।

ଯଦି କୌଣସି ବ୍ୟାଙ୍କ କାମ ରହିଛି । ତେବେ ଆଗରୁ ପ୍ଲାନ କରନ୍ତୁ । ଦଶହରା, ଦୀପାବଳି ଗୋଟିଏ ମାସରେ । ଏଣୁ ଛୁଟି ବି ଅଧିକ । ତେବେ ଜାଣନ୍ତୁ କେଉଁ କେଉଁ ଦିନ ବ୍ୟାଙ୍କରେ ଝୁଲିବ ତାଲା । ବିଶେଷ କି 6,7, 8 ଏହି 3ଦିନ ଲଗାତାର ବ୍ୟାଙ୍କ ଖୋଲିବ ନାହିଁ।

  • ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ
  • 6 ଅକ୍ଟୋବର ରବିବାର
  • 7 ଅକ୍ଟୋବର ନବମୀ
  • 8 ଅକ୍ଟୋବର ଦଶହରା
  • 12ରେ ଦ୍ବିତୀୟ ଶନିବାର
  • 13 ରବିବାର
  • 20ରେ ରବିବାର
  • ଦୀପାବଳୀ
  • ଅକ୍ଟୋବର 26 ଚତୁର୍ଥ ଶନିବାର
  • 27 ରବିବାର
  • 29ରେ ଭାଇଦୁଜ(ପ୍ରାୟ ସବୁ ସ୍ଥାନର ବ୍ୟାଙ୍କ ବନ୍ଦ ରହିବ)

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.